ବିଧବା ନାରୀଙ୍କୁ ବିବାହ କରିବାର ଲାଭ ! ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟେକ ଝିଅ ର ପିଲା ବେଳୁ ହିଁ ସ୍ୱପ୍ନ ରହି ଥାଏ କି ତାରଙ୍କର ବିବାହ ଗୋଟିଏ ଭଲ ପରିବାର ହେଉ । ତାର ସ୍ୱାମୀ ତାଙ୍କୁ ସବୁ ବେଳ ପାଇଁ ଖୁସୀ ରେ ରଖନ୍ତୁ । ସେମିତି ରେ ଝିଅ ଯେତେ ବେଳେ ବଡ ହୋଇ ଥାଏ ତାର ହାତ କୁ ଅନ୍ୟ ଜଣ ଙ୍କ ହାତ ରେ ଦିଆ ଜାଇ ଥାଏ । ଏବଂ ଗୋଟିଏ ମୁହୂର୍ତ୍ତ ରେ ସେ ପର ହୋଇ ଯାଏ । ଝିଅ ମାନଙ୍କ ପାଇଁ ସେମାନଙ୍କ ଶାଶୁ ଘର ସବୁ କିଛି ଅଟେ । କିଛି ଘର ର ଝିଅ ମାନେ ଜିବନ ସାରା ସୁଖ ରେ ରହୁ ଥିବା ବେଳେ ଆଉ କିଛି ଘର ଝିଅ ମାନେ ଶାସୁ ଘର କୁ ଆସିବାର କିଛି ଦିନ ମଧ୍ୟ ରେ ବିଧବା ହୋଇ ଥାନ୍ତି । ତାହା ସେମାନଙ୍କ ଭାଗ୍ୟ ରେ ହିଁ ଲେଖା ରହି ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ବିଧବା ନାରୀ ମାନଙ୍କୁ ବିବାହ କରିଲେ କଣ ଫାଇଦା ହୋଇ ଥାଏ ସେହି ବିଷୟ ରେ ଆପଣ ମାନଙ୍କୁ କହିବୁ ।women

ପ୍ରଥମେ ଯଦି ଆପଣ ମାନେ କୈଣସି ବିଧବା କୁ ବିବାହ କରିବା ପାଇଁ ଚେଷ୍ଟା କରନ୍ତି ତେବେ ସେ ପ୍ରଥମେ ଆପଣ ମାନଙ୍କୁ ସେ ସବୁ ସମୟ ରେ ଖୁସୀ ରେ ରଖିବା ପାଇଁ ଚେଷ୍ଟା କରିବ । ଏବଂ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଅନୁଭବ ହେବ । କାରଣ ସେ ନୂଆ ବହୁ ପରି ଆପଣଙ୍କ ସହିତ ଝଗଡା କରିବେ ନାହିଁ । ସବୁ ସମୟ ରେ ଆପଣ ଙ୍କୁ ଆଦର କରିବେ । ଯେତେ ବେଳେ ଆପଣ ଙ୍କ ପାଖରେ ଛିଡା ହେବାକୁ କେହି ନ ଥିବେ ସେ ସେହି ସମୟ ରେ ଆପଣଙ୍କ ପାଖରେ ଆସି ଛିଡା ହେବେ ଏବଂ ଆପଣ ଙ୍କ ଆଦର କରିବେ ।marrying

ଆପଣଙ୍କୁ ସବୁ ସମୟ ରେ ନିଜର ମହତ୍ୱ ପୂର୍ଣ୍ଣ ସମୟ ଦେବେ । ସେହି ପରି ଭାବେ ସେମାନଙ୍କୁ ପ୍ରଥମେ ଯେମିତି ଗର୍ବ ରହି ଥାଏ ଏବଂ ଜିବନ କୁ ସେମାନେ ବୁଝି ନ ଥାନ୍ତି ହେଲେ ବିଧବା ହେବା ପରେ ପ୍ରତ୍ୟେକ ନୀରୀ ମାନେ ସବୁ କିଛି ବୁଝି ପାରି ଥାନ୍ତି । ଏବଂ ପରେ ଯେଉଁ ମାନଙ୍କୁ ବିବାହ କରି ଥାନ୍ତି ସେମାନଙ୍କୁ ଖୁସୀ ରେ ରଖିବା ପାଇଁ ଚେଷ୍ଟା କରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *