ବଡ଼ ଖବର – କମିଲା ସୁନା ଦର, ଜାଣିଲେ ଆପଣ ଆଜି କିଣିବାକୁ ଚାହିଁବେ !

am9

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସକାଳର ସବୁଠୁ ବଡ ଖବର ସବୁ ଦିନ ଠାରୁ ସଂମ୍ପର୍ଣ୍ଣ ରେକର୍ଡ ଭାଙ୍ଗିଲା ସୁନା ଦର ହେଲେ ଭୟଙ୍କର ସସ୍ତା ଜାଣନ୍ତୁ କଣ ରହିଛି ବଜାର ରେ ବର୍ତମାନ ସମୟ ର ଦାମ୍ ତେବେ ବନ୍ଧୁଗଣ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ କଣ ରହିଛି ବର୍ତମାନ ସମୟ ର ଆପଡେଟ୍ ଖବର ।

gold23

କୋରନା ଭାଇରସ ପାଇଁ ସାରା ବିଶ୍ୱ ପ୍ରଭାବିତ ହୋଇ ଥିଲା ତେବେ ବର୍ତମାନ ସମୟ ରେ ଏହି ଥିରେ ସୁଧାର ଆସିଛି , ଏବଂ ଏହା ସହିତ ସୁନା ଏବଂ ରୂପା ର ଦାମ୍ ରେ ପରିବର୍ତନ ହୋଇଛି । ଦିଲ୍ଲୀ ରେ ଗହଣା ବଜାର ସେପ୍ଟେମ୍ବର 30 ସୁଧା 10 ଗ୍ରାମ୍ ପିଛା 5 ହଜାର 600 ଟଙ୍କା କମି ଥିଲା ,ଏହି ଦିନ ରେ ଚତୁର୍ଥ ବାଣିଜ୍ୟ ଅଧିବେଶନ ପାଇଁ ଏହି ସମୟ ରେ ସୁନା ର ଦର ହ୍ରାସ ପାଇଛି ବୋଲି HEFC ପକ୍ଷ ରୁ ସୂଚନା ଦେଇଛନ୍ତି ,

ପୂର୍ବ ଦିନ ବାଣିଜ୍ୟ ରେ ଏହା 10 ଗ୍ରାମ୍ ପିଛା 50 ହଜାର 900 ଶହ 3 ଟଙ୍କା ହୋଇ ଥିବା ବେଳେ ପୂର୍ବ ବାଣିଜ୍ୟ ଅଧିବେଶନ ରେ 60 ହଜାର 180 ଟଙ୍କା ତୁଳନା ରେ ରୂପା ମୂଲ୍ୟ କୁ 2 ହଜାର ଟଙ୍କା ହ୍ରାସ କରି 58 ହଜାର 99 ଟଙ୍କା ହ୍ରସ ପାଇଛି । ସେମିତି ରେ ବର୍ତମାନ ସମୟ ରେ ଷ୍ଟୋକ୍ ମାର୍କେଟ୍ ଏବଂ କମ୍ୟୁନିଟି ମାର୍କେଟ୍ ମାନଙ୍କ ରେ ଏହି ମୂଲ୍ୟ ର ଦର କମି ଜାଇ ଥିବା ବେଳେ ଆଗାମୀ ଦିନ ରେ ସବୁ ଗହଣା ଦୋକାନ ମାନଙ୍କ ରେ ଏହି ସବୁ ଧାତୁ ଉପରେ ସୁଲଭ ମୂଲ୍ୟ ଆପଣ ମାନେ ପାଇ ପାରିବେ ।

gold-233

ସେହି ପରି ମୁମ୍ବାଇ 22 କେରେଟ୍ ସୁନା ର ଦାମ୍ 46 ହଜାର 400 ଶହ 84 ଟଙ୍କା ରହି ଥିବା ବେଳେ ଏହା ଉପରେ 3 ପ୍ରତିଶତ GST ବି ଲାଗୁ ହୋଇ ଥିବାର ଜଣା ପଡୁଛି , ସେମିତି ରେ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ବିଶ୍ୱ ବଜାର ରେ କୋରନା ଭାଇରସ କୁ ନେଇ କେଉଁ ପରି ପରିସ୍ଥିତି ସୃଷ୍ଟି ହୋଇ ଥିଲା ଏବଂ ଏହି ପରିବର୍ତେ ଏହି ସବୁ ମୂଲ୍ୟବାନ ଧାତୁ ର ଦାମ୍ ର ହ୍ରାସ ରେ ପରିବର୍ତନ ଦେଖିବା ପାଇଁ ମିଳିଛି ତେବେ ଆପଣ ମାନେ ଚାହିଁଲେ ନିଶ୍ଚିତ ଭାବେ କିଣି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *