କଣ ବର୍ଷାଙ୍କୁ ଘରୁ ବିଦା କଲେ ଅନୁଭବ । ତେବେ କଣ ରହିଛି ଖବର ଜାଣନ୍ତୁ

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ସେଷ ରେ ବର୍ଷା ଙ୍କୁ ଘରୁ ବିଦା କରିଲେ ଅନୁଭବ ଦିଲ୍ଲୀ ରୁ ଫେରି ବର୍ଷା ଙ୍କୁ ବିଦା କରିଲେ ଅନୁଭବ ,ଏହା ବର୍ତମାନ ସମୟ ର ସବୁଠାରୁ ବଡ ଖବର ଅଟେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ । ପୁଣି ଦିଲ୍ଲୀ ରୁ ଫେରିଲେ ସାଂସଦ ଅନୁଭବ ମହାନ୍ତି ପାର୍ଲ୍ୟାମେଣ୍ଟ ର ଅଧିବେଶନ ସେଷ ହେବା ପରେ କଟକ ର ନିଜ ଘରକୁ ଫେରି ପୁଣି ଗୋଟିଏ କଳି ଝଗଡା ଆରମ୍ଭ କରିଛନ୍ତି ଅନୁଭବ , ଏହି ଉପରେ ସଂମ୍ପର୍ଣ୍ଣ କଥା ଅନୁଭବ ଙ୍କ ପୋଡଶୀ କହିଛନ୍ତି । ସେମାନେ କହିଛନ୍ତି ଅନୁଭବ ଙ୍କ ଘରୁ ପାଟି ତୁଣ୍ଡ ସୁଣିବା ପାଇଁ ମିଳି ଥିଲା ବୋଲି , ଏବଂ ଏବେ ସେ ସଂମ୍ପର୍କ ର ସୂତା ଖିୟ ର ଛନ୍ଧି ହୋଇ ପଡିଛନ୍ତି , ଏହି ଅଡୁଆ ମଧ୍ୟ ରେ ପୁଣି ଆସିଛି ଚାଞ୍ଚଲ୍ୟ କର କଥା ତାଙ୍କର ପୋଡଶୀ ଙ୍କ କହିବା ଅନୁସାରେ ତାଙ୍କ ଘର ଦୁଇ ମହଲା ରୁ କେବଳ ପାଟି ତୁଣ୍ଡ ସୁଭୁଛି ଯେବେ ଠାରୁ ଦିଲ୍ଲୀ ରୁ ଫେରିଛନ୍ତି ଅନୁଭବ ମହାନ୍ତି ।

brash

ଏମିତି ରେ ସେ ଦିଲ୍ଲୀ ରୁ ଫେରି ଗୋଟିଏ ଟୁଇଟ୍ କରିଛନ୍ତି ଏବଂ ସେହି ଥିରେ କହିଛନ୍ତି କି ସେ ନିଜର ପରିବାର କୁ ବହୁତ ସମ୍ମାନ କରନ୍ତି ବୋଲି ଏବଂ ବର୍ଷା ସେ ତୀର ମାରିଛନ୍ତି ଧିରେ ଧିରେ ସେ ତାଙ୍କର ଶତୃ ବୋଲି ଆକ୍ଷ୍ୟା ଦେଇଛନ୍ତି ବର୍ଷା ଙ୍କୁ , ଏବଂ କହିଛନ୍ତି ଯେଉଁ ମାନେ ମୋର ପରିବାର ଠୁ ଦୂରେଇ ଏବଂ ଘୃଣା ର ଆକ୍ଷ୍ୟା ଦେଇଛନ୍ତି ସେମାନଙ୍କୁ ସବୁ ବେଳେ ଘୃଣା କରେ ଏହି ଥିରେ ସେ କହିଛନ୍ତି ମୁଁ ସମସ୍ତ ଚେଷ୍ଟା ମୁଁ ବିଫଳ କରେ ହେଲେ ଏଠାରେ ସେ ପର୍ଟିକୁଲାର ଭାବେ କାହାର ନାମ ନେଇ ନାହାଁନ୍ତି ।

brasha

ହେଲେ ତାଙ୍କର ଟାର୍ଗେଟ୍ ଏବଂ ମାରି ଥିବା ତୀର ବର୍ଷା ଙ୍କ ଆଡକୁ ରହିଛି ବୋଲି ସଂମ୍ପର୍ଣ୍ଣ ଭାବେ ଜଣା ପଡୁଛି , ଏବଂ ଏପଟେ ବର୍ଷା ଏବେ ସମାଜ ସେବୀ କାମ ରେ ଲାଗିଛନ୍ତି , ଆଗକୁ ସେ ରାଜନୀତି ରେ ପାଦ ଦେଇ ପାରନ୍ତି ବୋଲି ଜଣା ପଡୁଛି ସେହିଥି ପାଇଁ ଅନୁଭବ ମହାନ୍ତି ଏବଂ ସାଂସଦ ଙ୍କ କଳହ ରେ ଟିକିଏ ବ୍ରେକ୍ ଲାଗିଛି , ହେଲେ ସେହି ପରି କ୍ଷେତ୍ର ରେ ବର୍ଷା ସୋସିଆଲ ମିଡ଼ିଆ ରେ ନିଜର ନୂଆ ଅବତାର ରେ ଏଣ୍ଟ୍ରୀ କରି ଲୋକ ମାନଙ୍କ ସେବା ବି କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ଏମାନଙ୍କ ଏହି ପରି କାର୍ଯ୍ୟକ୍ରମ ସବୁ ଆଡେ ଚର୍ଚ୍ଚା ର ବିଷୟ ପାଲଟିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *