ଗୋଟିଏ ମଞ୍ଚରେ ଏକାଠି ହେଲେ ‘ଅନୁଭବ ଏବଂ ବର୍ଷା’ |

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନଙ୍କୁ ଜଣା ଥିବ କି ଏହି ଦିନ ରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟ ରେ ଲାଗି ରହି ଥିବା ତିକ୍ତତା କୁ ନେଇ ଚର୍ଚ୍ଚା ରେ ରହିଛନ୍ତି । ଏବଂ ସେହି ପରି କ୍ଷେତ୍ର ରେ ଏହି ସେଲିବ୍ରେଟି ମାନଙ୍କ ବିବାହ ର ଅନେକ ବର୍ଷ ପରେ ବି ଏମାନେ ଦୁହେଁ ଦୁହିଁଙ୍କ ଠାରୁ ଖୁସୀ ନ ପାଇ ଏମାନେ ବର୍ତମାନ ସମୟ ରେ କୋର୍ଟ ର ଦ୍ୱାରସ୍ତ ହୋଇଛନ୍ତି । ଅନୁଭବ ଅନେକ ଅଭିଯୋଗ ଆଣି ଥିବା ବେଳେ ଛାଡପତ୍ର ପାଇଁ ଆବେଦନ କରି ଥିବା ବେଳେ ସ୍ୱାମୀ ଙ୍କୁ ମଦ୍ୟପ ଦର୍ଶାଇ କରି ଘୋରଇ ହିଂସା ର ଅଭିଯୋଗ ଆଣି ଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ , ଏହା ସହିତ ସେମାନେ ସୋସିଆଲ ମିଡ଼ିଆ ରେ ପରସ୍ପର କୁ ଟାର୍ଗେଟ୍ କରି ବିବାଦ ଘରେ କୁ ଆସି ଥିଲେ । ତେବେ ସ୍ୱାମୀ ସ୍ତ୍ରୀ ଙ୍କ କଳି ଜାହା ବି ହେଉ ନା କାହିଁକି ଏବେ ସେମାନଙ୍କ ମାମଲା ଜାଇ କୋର୍ଟ ନିକଟ ରେ ରହିଛି ।brasha

ଏମିତି ରେ ବର୍ତମାନ ସମୟ ରେ ବିଭିନ୍ନ ମହଲ ରେ ଏହି ଦୁଇ ଯୋଡି କୁ ନେଇ ଚର୍ଚ୍ଚା ରହି ଥିବା ବେଳେ ଏମାନଙ୍କ କେସ୍ ର ସୁଣାଣି ଆଗାମୀ ମାଲ ମାନେ ଆକ୍ଟୋବର ମାସ ର 12 ତାରିଖ ରେ ହେବାକୁ ଯାଉଛି ବୋଲି ଏହି ଦୁହିଁଙ୍କ ଓକିଲୋ ମାନେ ସୂଚନା ଦେଇ ଥିବାର ସୂଚନା ରହିଛି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏହି ଦିନ ରେ ଅନୁଭବ ମହାନ୍ତି ଙ୍କ ନାମ ରେ ଭାଇରଲ ହେଉ ଥିବା କିଛି ଭିଡ଼ିଓ ବିଷୟ ରେ ଆପଣ ମାନଙ୍କ ସହିତ ଆଲୋଚନା କରିବା ପାଇଁ ଆସିଛୁ ଯେଉଁ ଥିରେ ସେ କନ୍ଦ୍ରା ପଡା ର ଏକ ବ୍ଲକ୍ ର ପରିଦର୍ଷନ କରିବା ପାଇଁ ଜାଇ ଥିବା ବେଳେ ସେଠାରେ ତାଙ୍କୁ ପ୍ରସଂଶା ରେ ପୋତି ଦେଉ ଛନ୍ତି ଲୋକ ମାନେ ଏବଂ ଏହାକୁ ବର୍ତମାନ ସମୟ ରେ ଅନୁଭବ ଙ୍କ ଫେନ୍ସ ମାନେ ସୋସିଆଲ ମିଡ଼ିଆ ରେ ଭାଇରଲ କରିବାରେ ଲାଗିଛନ୍ତି ।anubhav

ତଥା ସେଠାରେ ତାଙ୍କୁ ଏକ ସମ୍ମାନିତ ମଧ୍ୟ ବି କରା ଜାଇ ଥିବାର ଦେଖିବା ପାଇଁ ମିଳିଛନ୍ତି , ଏମିତି ରେ ଗୋଟିଏ ପଟ ରେ ବର୍ଷା ପ୍ରିୟଦର୍ଶନୀ ନିଜର ସୋସିଆଲ ୱାର୍କ ରେ ରେ ବହୁତ ପରିମାଣ ରେ ବ୍ୟସ୍ତ ରହି ଥିବା ବେଳେ ଅନୁଭବ ମହାନ୍ତି ଙ୍କୁ ନିଜର ନାମ ଆଗରେ ଏକ ପ୍ରସଂଶା ପାଇବା ଏବଂ ନିଜର ଫେନ୍ସ ଙ୍କ ସହାନୁଭୂତି ପାଇବା ପାଇଁ ଏମିତି ଭିଡ଼ିଓ କୁ ଭାଇରଲ କରେଇ ଥିବାର ଦେଖିବା ପାଇଁ ମିଳିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *