ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ବିବାଦ ପରେ ଏବେ କାହା ପାଇଁ ସଜେଇ ହେଉଛନ୍ତି ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶନୀ ଅନୁଭବ ଙ୍କୁ ଦେବେ କି ବଡ ଚେକ୍ , ବର୍ଷା ଏବଂ ଅନଭବ ଙ୍କ ବିବାଦ ଟିକିଏ ଥମିବା ପରେ ନୂଆ ଅବତାର ରେ ସାମ୍ନା କୁ ଆସିଛନ୍ତି ବର୍ଷା ପ୍ରିୟଦର୍ଷନୀ କୋର୍ଟ ର କାଠ ଗଡା କୁ ସଂମ୍ପର୍କ ର କଳି ଜାଇ ଥିବା ବେଳେ କୁହା ଜାଉଛି ସମାଜ ସାମ୍ନା କୁ ଆସିବା ପାଇଁ ନୂଆ ନୂଆ ଆଭିମୂଖ୍ୟ ଆପଣାଉଛନ୍ତି ବର୍ଷା । ସ୍ୱାମୀ ସ୍ତ୍ରୀ ଙ୍କ ଘୋରେଇ କଳି ସୁପ୍ରୀମ୍ କୋର୍ଟ ଯାଏ ଜାଇ ପହଁଚି ଥିବା ବେଳେ ଚର୍ଚ୍ଚା ରେ ରହି ଥିଲେ ଏହି ସେଲିବ୍ରେଟି ଯୋଡି । ହେଲେ ସେମାନଙ୍କ ଏହି ବିବାଦ ମଧ୍ୟରେ ଏବେ ବର୍ଷା କିଛି ନୂଆ ଅବତାର ରେ ଦେଖା ଦେବାରେ ଲାଗିଛନ୍ତି ଏବଂ ଗତ କିଛି ଦିନ ହେବ ବର୍ଷା ବହୁତ ସାମାଜିକ କାର୍ଯ୍ୟ ରେ ଯୋଗ ଦେଉ ଥିବାର ଦେଖିବା ପାଇଁ ମିଳୁଛନ୍ତି ।
ଏବଂ ସମସ୍ୟା ର ସମାଧାନ କରି ଲୋକ ମାନଙ୍କ ପାଖରେ ପହଁଚିବା ଏବଂ ଦୁଃଖୀ ରଙ୍କି ଙ୍କୁ ସାହାଯ୍ୟ କରିବା ଏବଂ ଅନେକ ସାମାଜିକ କାମ କରି ଲୋକ ମାନଙ୍କ ପାଖରେ ପହଁଚିବା ଏବଂ ନିକଟ ତର ହେଉଛନ୍ତି ବର୍ଷା । ସେମିତି ରେ ତାଙ୍କର ଭାଇରଲ ଭିଡ଼ିଓ ବିଷୟ ରେ କହିବା ଏହି ଦିନ ରେ ସୋସିଆଲ ମିଡ଼ିଆ ରେ ତାଙ୍କର କିଛି ଭିଡ଼ିଓ ମାନ ଭାଇରଲ ହେଉ ଥିବାର ଦେଖିବା ପାଇଁ ମିଳୁ ଥିବା ବେଳେ ଆପଣ ମାନଙ୍କୁ ଜଣେଇ ଦେବୁ କି ବର୍ଷା ପ୍ରିୟଦର୍ଶନୀ ନିଜକୁ ଫିଟ୍ ରଖିବା ପାଇଁ ଏବେ ଜିମ୍ ର ସାହାରା ନେଇ ଥିବା ବେଳେ ଜିମ୍ ମଧ୍ୟର ର କିଛି ଭିଡ଼ିଓ ଭାଇରଲ ହୋଇ ଥିଲା ଏବଂ ସେହି ଠାରେ ସେ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି ଏବଂ ଏହା ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉ ଥିବା ବେଳେ ଆଉ ଗୋଟିଏ ଭିଡ଼ିଓ ବି ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉ ଥିବାର ଦେଖିବା ପାଇଁ ମିଳିଛି ।
ଯେଉଁ ଥିରେ ବର୍ଷା ପ୍ରିୟଦର୍ଶନୀ ସୁଟିଂ ପାଇଁ ମ୍ୟକପ୍ ନେଉ ଥିବାର ଦେଖିବା ପାଇଁ ମିଳିଛନ୍ତି ହେଲେ ଏହି ଭିଡ଼ିଓ ଟିକିଏ ପୁରୁଣା ଜାହା କି ତାଙ୍କର ଫିଲ୍ମ ସମଥିଙ୍ଗ୍ ସମଥିଙ୍ଗ୍ 2 ର ସୁଟିଂ ସମୟ ର ଜାହା ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।