ଆଦିତ୍ୟଙ୍କୁ ନ୍ୟାୟ ଦେବା ପାଇଁ ଧାରଣା ରେ ବସିଲେ ପତ୍ନୀ ବିଦ୍ୟାଶ୍ରୀ, ଜଲ୍ଦି ଦେଖନ୍ତୁ !

ama-65

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ମାମଲା ରେ ପୁଣି ଏକ ନୂଆ ମୋଡ ଏବେ ଧାରଣା ରେ ବସିଲେ ପତ୍ନୀ ବିଦ୍ୟାଶ୍ରୀ , କଣ ସତ ରେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କୁ ନ୍ୟାୟ ମିଳିବ ନାହିଁ । ତେବେ ଏହି ବିଷୟ ରେ କଣ ସବୁ କହିଛନ୍ତି ଏବ ବର୍ତମାନ ସମୟ ରେ କଣ ରହିଛି ଏହା ଉପରେ ଆପଡେଟ୍ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ,

adi

ତେବେ ଆପଣ ମାନଙ୍କୁ ଏଠାରେ ଜଣେଇ ଦେବାକୁ ଚାହିଁବୁ କି କୈଣସି ବି ନିସ୍କର୍ଶ ରେ ପହଁଚି ପାରୁ ନାହାଁନ୍ତି ତଦନ୍ତ କାରୀ ସଂସ୍ଥା , ଏବଂ ଧିରେ ଧିରେ ଅଧିକ ରହସ୍ୟ ଘେର କୁ ଚାଲି ଜାଉଛି ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ମାମଲା । ତେବେ ବର୍ତମାନ ସମୟ ରେ ରହସ୍ୟ ଘେର ରେ ରହି ଥିବା ଏହି କେସ୍ ରୁ ଚର୍ଚ୍ଚିତ ଚେହେରା ପାଲଟି ଥିବା ବିଦ୍ୟାଶ୍ରୀ ଯିଏ କି ଅସଲ ରେ ଆଦିତ୍ୟ ଙ୍କ ପତ୍ନୀ ଅଟନ୍ତି ତାଙ୍କୁ ନେଇ ବି ବର୍ତମାନ ସମୟ ରେ ଚର୍ଚ୍ଚା ଜୋର ଧରିଛି ।

adi22

ଏହା ପଛରେ କଣ କାରଣ ରହିଛି ଆସନ୍ତୁ ଜାଣିବା ସେମିତି ରେ ବର୍ତମାନ ସମୟ ରେ ତାଙ୍କୁ ସମସ୍ତେ ଦୋଷୀ ବୋଲି କହୁ ଥିବା ବେଳେ ,ନିଜେ କହୁଛନ୍ତି କି ଯଦି ମୁଁ ଦୋଷ କରିଛି ତେବେ ମତେ ଦଣ୍ଡ ଦିଆ ଯାଉ ଏବଂ ମୋ ବିରୋଧ ରେ କାର୍ଯ୍ୟାନୁ ଷ୍ଟାନ ଗ୍ରହଣ ହେଉ ଏବଂ ଏହିଥି ପାଇଁ ବର୍ତମାନ ସମୟ ରେ ଆଦିତ୍ୟ ଙ୍କୁ ନ୍ୟୟ ମିଳିବା କୁ ନେଇ ଧାରଣା ରେ ବସିଛନ୍ତି । ସେ କହୁଛନ୍ତି କି ଉପଯୁକ୍ତ ଦଣ୍ଡ ବିଧାନ ସହିତ ତାଙ୍କର ସ୍ୱାମୀ ଙ୍କ ହତ୍ୟାକାରୀ ଙ୍କୁ ଦଣ୍ଡ ବିଧାନ ହେଉ ଦୋଷୀ ସାମ୍ନା କୁ ଆସୁ ଦୋଷୀ ଯିଏ ବି ହେଉ ନା କାହିଁକି ସିଏ ସାମ୍ନା କୁ ଆସିବା ନିହାତି ଜରୁରୀ ଅଟେ ।

ତାଙ୍କର କହିବା ଅନୁସାରେ ଯଦି ଲୋକ ମାନେ ତାଙ୍କୁ ବି ଦୋଷୀ କହୁଛନ୍ତି ତେବେ ତାଙ୍କୁ ଏହି ଉପରେ କିଛି ବି ଫରକ୍ ପଡୁ ନାହିଁ ତେବେ ତାଙ୍କୁ ଦୋଷୀ ବୋଲି ପ୍ରାମାଣିତ ହେଲେ ସେ ନିଶ୍ଚିତ ଭାବେ ଦଣ୍ଡ ଶୀକାର କରିବେ , ନଚେତ୍ ଏବେ ଏହି କେସ୍ କୁ ତଦନ୍ତ ପରିଶର ଭୁକ୍ତ କରା ଜାଉ ଏବଂ ଏହି କେସ୍ ର ଟିକିନିକି କରି ତଦନ୍ତ କରା ଯାଉ । ଏହି କେସ୍ କୁ ନେଇ ପୋଲିସ୍ ର ଅବେ ସିଥିଳତା କଣ ପାଇଁ ରହିଛି ସେହି ଉପରେ ବି ନିଶ୍ଚିତ ଭାବେ ପ୍ରଶ୍ନ ଉଠା ଯାଉ ବୋଲି ସେ ଦାବୀ କରି ଏହି ଦିନ ରେ ଧାରଣା ରେ ବସିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published.