ଏହା ହେଉଛି ଆମର ତିନୋଟି ସବୁଠୁ ବଡ ଅନ୍ଧ ବିଶ୍ୱାସ କିନ୍ତୁ ଏହା ପଛରେ ରହି ଥିବା ବୈଜ୍ଞାନିକ ତଥ୍ୟ ଜାଣେ ନାହିଁ ଆମେ ।

saince

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସେମିତି ରେ ଆପଣ ମାନେ ଜାଣି ଥିବେ ଏମିତି କୈଣସି ଦେଶ ନାହିଁ ଯେଉଁ ଠାରେ ଅନ୍ଧ ବିସ୍ୱାଶ ଜନ୍ମ ନେଇ ନ ଥାଏ ବୋଲି । ସେମିତି ରେ ଆମ ଦେଶରେ ମଧ୍ୟ ବହୁତ ଗୁଡ଼ିଏ ଅନ୍ଧ ବିଶ୍ୱାସ କୁ ନେଇ ଲୋକ ମାନେ ବଞ୍ଚି ଥାନ୍ତି । ତେବେ ସେହି ପରି ବେଳେ ଆମେ ଆପଣ ମାନଙ୍କୁ ସେମିତି ହିଁ କିଛି ବହୁତ ବଡ ବଡ ଅନ୍ଧ ବିଶ୍ୱାସ ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ।cat

ଏହା ହେଉଛି ଆମ ଦେଶ ର ବଡ ଅନ୍ଧ ବିସ୍ୱାଶ ।
1. କଳା ବିଲେଇ ରାସ୍ତା କାଟିବା ।
ଏମିତି ବହୁତ ଲୋକ ମାନେ ରହିଛନ୍ତି । ଯେଉଁ ମାନେ ଘରୁ ପାଦ କଢିବା ସମୟ ରେ ଯଦି ରାସ୍ତା ରେ କଳା ବିଲେଇ ଦେଖିବା ପାଇଁ ପାଇ ଥାନ୍ତି । ତେବେ ସେମିତି ବେଳେ ସେମାନେ ତାହାକୁ ବହୁତ ଅଶୁଭ ବୋଲି ଭାବି ଥାନ୍ତି । ଏହା ଆଜି ନୁହେଁ । ପ୍ରାଚିନ କାଳ ରୁ ରହି ଆସି ଥିବା ଏହି ଅନ୍ଧ ବିଶ୍ୱାସ ଆଜି ପର୍ଯ୍ୟନ୍ତ ରହି ଆସିଛି । ତେବେ ଏହି ଅନ୍ଧ ବିଶ୍ୱାସ କୁ ମାନିବା ମାନେ ଆପଣ ମାନେ କୈଣସି ଦୂର ସ୍ଥାନ କୁ ଜାଉ ଛନ୍ତି ତ କିଛି ବି ଖରାପ ଆପଣ ମାନଙ୍କ ସହିତ ହୋଇ ପାରେ କିନ୍ତୁ ଆଜି ସମୟ ରେ କିଛି ଲୋକ ମାନେ ଏହାକୁ ମାନନ୍ତୁ ନାହିଁ ।lemon

2. ମଙ୍ଗଳ ବାର ବାଳ କାଟିବା ।
ସେହି ପରି ବେଳେ ବହୁତ ଲୋକ ମାନେ ଏମିତି ବି ମାନ୍ୟତା ଦେଇ ଛନ୍ତି । ଯଦି ଆପଣ ମାନେ ସପ୍ତାହ ର ମଙ୍ଗଳ ବାର ଦିନ ବାଳ କାଟୁ ଛନ୍ତି । ତେବେ ଆପଣ ମାନଙ୍କ ସହିତ ବହୁତ ଖରାପ୍ ହେବାର ସମ୍ଭାବନା ରହିଛି । ଆପଣ ମାନଙ୍କୁ ଜଣେଇବୁ କି । ଏହାବି ଗୋଟିଏ ପ୍ରାଚୀନ ଲୋକ ମାନଙ୍କ ପ୍ରଥା ।
3. ଦୋକାନ ରେ ଲଙ୍କା ଲେମ୍ବୁ ଟାଙ୍ଗିବା ।
ସେହି ପରି ଭାବେ ଆପଣ ମାନେ କୈଣସି ବି ଦୋକାନ କୁ ଜାଇ ଥାନ୍ତି । ତେବେ ସେହି ସମୟ ରେ ସେଠାରେ ପ୍ରଥମେ ଆପଣ ମାନେ ଲଙ୍କା ଲେମ୍ବୁ ଟଙ୍ଗା ହୋଇ ଥିବା ଦେଖିବା ପାଇଁ ପାଇବେ । ଏଥିରେ ମାନ୍ୟତା ମିଳେ କି ଦୈକାନ ଉପରୁ ସମସ୍ତଙ୍କ କୁ ପ୍ରଭାବ ଦୂର ହୁଏ । ଏବଂ ଆପଣ ମାନଙ୍କ ପାଖକୁ ବହୁତ ଗ୍ରାହକ ଆସନ୍ତି ।

Leave a Reply

Your email address will not be published. Required fields are marked *