ରତ୍ରୀ ସମୟ ରେ ଏମିତି କେବେ ବି କରନ୍ତୁ ନାହିଁ ଶରୀର କୁ ପୂରା ବର୍ବାଦ୍ କରି ଦେଇ ଥାଏ ।

night

ଆମେ ମାନେ ନିଶ୍ଚିତ ଭାବେ ନିଜର ବ୍ୟସ୍ତ ଭରା ଜିବନ ରେ ବହୁତ ଗୁଡ଼ିଏ କାର୍ଯ୍ୟ କରି ଥାଏ । ତେବେ ସେମିତି ବେଳେ ଆମେ ମାନେ ଯେଉଁ ସମୟ ରେ ଟିକିଏ ଫୁରସତ୍ ପାଇ ଥାଏ । ତେବେ ସେହି ସମୟ ରେ ନିଶ୍ଚିତ ଭାବେ ଆମ ପାଖରେ ରହି ଥିବା ସ୍ମାର୍ଟ ଫୋନ୍ ର ବ୍ୟବହାର କରି ଥାଏ । ସେମିତି ବେଳେ ଆମେ ମାନେ ବହୁତ ସମୟ ରେ ଏପରି ଲୋକ ମାନଙ୍କୁ ଦେଖିବା ପାଇଁ ପାଇ ଥାଏ । ଯେଉଁ ମାନେ ନିଜ ପ୍ରତ୍ୟେକ ଦିନ ବ୍ୟତିତ କରିବା ସମୟ ରେ ସ୍ମାର୍ଟ ପୋନ୍ ର ବ୍ୟବହାର କରି ଥାନ୍ତି । ତେବେ ସେହି ପରି ବେଳେ କଣ ଆପଣ ମାନେ ଏହି କଥା ର କେବେ ବି ଧ୍ୟନ ରଖନ୍ତି କି ଆପଣ ମାନଙ୍କ ଜିବନ କୁ ସଂମ୍ପର୍ଣ୍ଣ ଭାବେ ନଷ୍ଟ କରି ଚାଲିଛି । ଏହି ମୋବାଇଲ୍ ଫୋନ୍ । ଆମେ ମାନେ ସାଧାରଣ ଭାବେ ସ୍ମାର୍ଟ ଫୋନ୍ ର ବ୍ୟବହାର ରାତ୍ରୀ ସମୟ ରେ ଅଧିକ ପରିମାଣ ରେ କରି ଥାଏ ।night

ତେବେ ଏମିତି ବେଳେ ଆସନ୍ତୁ ଜାଣିବା ସ୍ମାର୍ଟ ଫୋନ୍ କୁ ରାତ୍ରୀ ସମୟ ରେ ବ୍ୟବହାର କରିବା ଦ୍ୱାରା ଆମର କଣ ଅସୁବିଧା ହୋଇ ଥାଏ ।ସାଧାରଣ ଭାବେ ମାନେ ମୋବାଇଲ୍ ବ୍ୟବହାର ରାତ୍ରୀ ସମୟ ରେ କରି ଥାଏ । ସେମିତି ରେ ଗୋଟିଏ ବ୍ୟକ୍ତି ରାତ୍ରୀ ରେ ନିଜର ବିଛଣା କୁ ଗଲା ପରେ ଘଣ୍ଟା ଘଣ୍ଟା ଧରି ଏହାର ବ୍ୟବହାର କରେ । ସେମିତି ରେ ଏହା ଆପଣ ମାନଙ୍କ ସ୍ୱାସ୍ଥ ପାଇଁ ଭଲ ନୁହେଁ । କାରଣ ଏଥିରେ ରେଡିଅସନ୍ ର ସଂଖ୍ୟା ବଢି ଯାଏ ରାତ୍ରୀ ସମୟ ରେ । ତେବେ ସେମିତି ବେଳେ ଅଧିକାଶଂ ଲୋକ ମାନେ ରାତ୍ରୀ ସମୟ ରେ ମୋବାଇଲ୍ ବ୍ୟବହାର କରି ପର୍ନ ଭଳି ଜିନିଷ ଦେଖିବା ପାଇଁ ପସନ୍ଦ କରି ଥାନ୍ତି ।phone

ସେମିତି ରେ ଆପଣ ମାନେ ଜାଣି ଥିବେ ଏହା ଆପଣ ମାନଙ୍କୁ କଣ କ୍ଷେତି କରଉଛି । ସେହି ପରି ବେଳେ ଆଜିର ସମୟ ରେ ରହି ଥିବା ପ୍ରେମି ଯୁଗଳ ମାନେ ବି ବହୁତ ସମୟ ଧରି ରାତ୍ରୀ ସମୟ ରେ ମେସେଜ୍ ବା ଚାଟ୍ କରିବାରେ ବ୍ୟସ୍ତ ରହି ଥାନ୍ତି । ଏହା ଦ୍ୱାରା ମୋବାଇଲ୍ ରେ ରହି ଥିବା ବ୍ଲୁ ଲାଇଲ୍ ଆପଣ ମାନଙ୍କ ଆଖିରେ ପ୍ରଭାବ ପକାଏ ଏବଂ ଆପଣ ମାନଙ୍କ ନିନ୍ଦ ଆସେ ନାହିଁ । ତେବେ ଏହା ଆପଣ ମାନଙ୍କ ପାଇଁ ସବୁଠୁ ବଡ ଅସୁବିଧା ଅଟେ ।

Leave a Reply

Your email address will not be published. Required fields are marked *