ଘରେ ଧୁପ କାଠି ର ବ୍ୟବହାର କରୁଛନ୍ତି ତ ହୋଇ ଜାଆନ୍ତୁ ସାବଧାନ ।

dhopa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ହିନ୍ଦୁ ଧର୍ମ ରେ ସାଧାରଣ ଭାବେ ପୂଜା ପାଛ ପାଇଁ ବିଶେଷ ପ୍ରକାରର ବ୍ୟବସ୍ଥା ମାନ ହେଉ ଥିବା ବେଳେ । ସେଥି ମଧ୍ୟ ରୁ ଧୂପ ଦିପ ଝୁଣା ଆଦି ର ବ୍ୟବହାର ହୋଇ ଥାଏମ । ତେବେ ଜାଇ ପୂଜା ସଂମ୍ପର୍ଣ୍ଣ ହୋଇ ଥାଏ । ଏମିତି ରେ ଯଦି ଆମେ ଆମ ଭାରତ ବର୍ଷ କଥା କହିବା ତେବେ ପ୍ରତ୍ୟେକ ଘରେ ଏବେ ପୂଜା ପାଠ ହୋଇ ଥାଏ । ତେବେ ସେହି ଗୁଡିକ ମଧ୍ୟ ରୁ ଏମିତି ରେ ଧୂପ ର ବ୍ୟବହାର ବହୁତ ପରିମାଣ ରେ ହୋଇ ଥାଏ ।ତେବେ କଣ ଆପଣ ମାନେ ଜାଣି ଛନ୍ତି କି ଏହି ଧୂପ ର ବ୍ୟବହାର ଆମ ମାନଙ୍କ ପାଇଁ କେତେ ପରିମାଣ ରେ ଖରାପ ହୋଇ ପାରେ ଏବଂ ତାହା ଆମ ମାନଙ୍କୁ ରୋଗା କ୍ରାନ୍ତ କରିବା ପାଇଁ ସକ୍ଷମ ଅଟେ ।dhopa

ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ତେବେ ସଂମ୍ପର୍ଣ୍ଣ ରୂପେ କହିବା ପାଇଁ ଗଲେ ଏହି ନିକଟ ରେ ହୋଇ ଥିବା ବିଶେସଜ୍ଞ ମାନଙ୍କ ଶୁଦ୍ଧ ରୁ ଏହି କଥା ଜଣା ପଡିଛି କି ଏହି ଦୂପ ବତୀ ର ବ୍ୟବହାର ଦ୍ୱାରା ଆମକୁ ବହୁତ ପ୍ରକାରର ରୋଗ ହୋଇ ଥାଏ । ସେହି ବିୀଷୟ ରେ ଆଲୋଚନା କରିବା ।ସ୍ୱାଶ ରୋଗ ହେବା ବହୁତ ଆଶଂକା । ଏମିତି ରେ ଏହି ନିକଟ ରେ ମିଳି ଥିବା ଖବର ଅନୁସାରେ ଧୂପ ବତୀ ର ଧୂଆଁ କୁ ପ୍ରତ୍ୟେକ ଦିନ ନେବା ପରେ ଜଣେ ବ୍ୟକ୍ତି କୁ ସ୍ୱାଶ ପରି ଭୟଙ୍କର ରୋଗ ହେବାର ବହୁତ ଆଶଂକା ରହି ଥାଏ । ମଣିଷ ଡିଏନେ ଉପରେ ପଡି ଥାଏ ପ୍ରଭାବ ।ruga

ଏମିତି ରେ ଏପରି ବି ଜଣା ପଡିଛି କି ଘରେ ପ୍ରତ୍ୟେକ ଦିନ ଏହି ଧୂପ ବତୀ କୁ ବ୍ୟବହାର କରିବା ଦ୍ୱରା ଆମ ଦେହ ରେ ଥିବା ଡିଏନେ ଉପରେ ବହୁତ ପ୍ରଭାବ ପଡି ଥାଏ । ତେବେ ପରେ ପରେ ଏମିତି ରକ୍ତ ଚାପ ତଥା ପେଟ ରୋଗ ଭଳି ବହୁତ ରୋଗ ମାନ ହେବାର ବହୁତ ଆଶଂକା ରହି ଥାଏ ବୋଲି ଜଣା ପଡିଛି । ସେମିତି ରେ ଏମିତି ବହୁତ ଗୁଡ଼ିଏ ସର୍ଭେ ରୁ ମଧ୍ୟ ଦେଖିବା ପାଇଁ ମିଳିଛି କି । ଏହି ଧୂପ ବତୀ ର ପ୍ରତ୍ୟେକ ଦିନ ବ୍ୟବହାର ରେ କେନସର୍ ଭଳି ରୋଗ ବି ହେବାର ବହୁତ ଆଶଂକା ରହିଛି ।

Leave a Reply

Your email address will not be published. Required fields are marked *