ଶ୍ରାବଣ ମାସ ରେ ଶିବ ଙ୍କ ପାଖରେ ଚଢାନ୍ତୁ ଏହି ପାଞ୍ଚଟି ଜିନିଷ ସବୁ ମନସ୍କାମନା ହେବ ପୂର୍ଣ୍ଣ ।

Shiva

ଆମେ ମାନେ ଯେଉଂ ପରି ଭାବେ ଜାଣିଛେ ଏହି ମାସ ର 17 ତାରିଖ ଠାରୁ ଶ୍ରାବଣ ମାସ ର ଆରମ୍ଭ ହୋଇ ସାରି ଥିବା ବେଳେ ଏହି ଦିନ ରେ ଲୋକ ମାନେ ବହୁତ ଶିବ ଙ୍କ ଭଗବାନ ମାନେ ପଞ୍ତିକ ପାଳନ କରୁ ଥିବାର ଦେଖିବା ପାଇଁ ମିଳେ । ସେମିତି ରେ ଆମେ ଆଜି ଏଠାରେ ଆପଣ ମାନଙ୍କୁ ଏହି ମାସ ରେ ଯଦି ଆପଣ ମାନେ ଏହି ବ୍ରତ୍ତ କୁ ପାଳନ କରୁଛନ୍ତି । ତେବେ ନିଶ୍ଚିତ ଭାବେ ଭଗବାନ ଶିବ ଙ୍କ ପାଖରେ ଏହି ଜିନିଷ ର ପ୍ରଦାନ କରନ୍ତୁ ତେବେ ନିଶ୍ଚିତ ଭାବେ ଆପଣ ମ4ାନଙ୍କ ମନସ୍କାମନା ପୂର୍ଣ୍ଣ ହେବ । ତେବେ ଆସନ୍ତୁ ଆମେ ମାନେ ଏଙି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।makhan

ଦହି ଏବଂ ମିଶ୍ରୀ ।
କଥା ରେ ରହିଛି ଦହି ସବୁ ସମୟ ରେ ଆପଣ ମାନଙ୍କୁ ଶୁଭ ର ପ୍ରଦାନ କରି ଥଆଏ । ଏବଂ ସେମିତି ବେଳେ ଯଧି ଆରପଣ ମାନେ ଏହି ଦିନ ରେ ଦହି ଏବଂ ମିଶ୍ରୀ କୁ ମିଳାଇ କରି ଭଗବାନ ଶିବ ଙ୍କ ମୁଣ୍ଡ ରେ ଢାଳନ୍ତି । ତେବେ ନିଶ୍ଚିତ ଭଆବେ ଆପଣ ମାନଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହେବ ।sabu

ସାବୁ ଦାନା ର ଖେଚଡି ।
ତେବେ ଯଦି ଆପଣ ମାନେ ଜାଣି ନାହାଁନ୍ତି । ଆମେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି । ଏହି ଦିନ ରେ ଆପଣ ମାନେ ଯଦି ସାବୁ ଦାନା ର ଖେଚଡି କରି ଶିବ ଭଗବାନ ଙ୍କ ପାଖରେ ଲଗାନ୍ତି । ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କୁ ବହୁତ ଶୁଭ ଫଲ ମିଳିବ ବୋଲି ଏହି ଦିନ ରେ କିଛଇ ଜ୍ୟତିଷ ମାନଙ୍କ ନିତି ରୁ ଜଣା ପଡ଼ିଛି ।
ମିଠା । ସେମିତି ରେ ମିଠା ବି ଗୋଟିଏ ଜିନି।ଷ ଜାହା ଏହି ଦିନ ରେ ଭଗବାନ ଙ୍କ ପାଖରେ ଚଢେ୍ଇ ପାରିବେ ।nadia

ଫଳ ।
ସେମିତି ରେ ଫଳ ବି ଗୋଟିଏ ଜିନିଷ ରହିଛଇ ଜାହାକୁ ଆପଣ ମାନେ ଶିବ ଭଗବାନ ଙ୍କ ପାଖରେ ଲଗେଇ ପାରିବେ ।
ନଡ଼ିଆ ।
ସେମିତି ରେ କେବେ ବି ଶିବ ଙ୍ ପାଖରେ ନଡିଆ ଚଢା ଯାଏ ନାହିଁ । କିନ୍ତୁ ଆପଣ ମାନେ ଏହି ଦିନ ରେ ଏହି ନଡ଼ିଆ କୁ ଚଢେଇ ଲେ ନିଶ୍ଚିତ ଭାବେ ଆପଣ ମାନଙ୍କ ମନସ୍କାମନା ପୂର୍ଣ୍ଣ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *