ଖଣ୍ଡିଆ ଶିବ ଲିଙ୍ଗ କୁ ଏହି ମାସ ରେ ପୂଜା କରିଲେ ବି ମିଳି ଥାଏ ବହୁତ ଶୁଭ ଫଳ ଜାଣନ୍ତୁ ଶିବ ଲିଙ୍ଗ ସହିତ ଜଡିତ ରହସ୍ୟ ।

Shiva

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱଗତ କରୁଛି । ଯେପରି କି ଆପଣ ମାନେ ଜାଣିଛନ୍ତି । ଏହି ମାସ ର 17 ତାରିଖ ଠାରୁ ଶ୍ରାବଣ ମାସ ର ଆ ରମ୍ଭ ହୋଇ ଥିବା ବେଳେ ଏହି ଦିନ ରେ ଶିବ ଭଗବାନ ଙ୍କ ଭକ୍ତ ମାନେ ବହୁତ ପ୍ରକାରର ପୂଜା ଅର୍ଚ୍ଚନା କରି ଥାନ୍ତି । ତେବେ ଏଥିରେ କାଉଁରୀ ଯାତ୍ରା ବି ବହୁତ ପରିମାଣ ରେ ପ୍ରସିଦ୍ଧ ଅଟେ । ସେମିତି ବେଳେ ଆମେ ଆପଣ ମାନଙ୍କୁ ଆଜି ଏଠାରେ ଖଣ୍ଡିଆ ଶିବ ଲିଙ୍ଗ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ତଥା ଏହି ଲିଙ୍ଗ କୁ ପୂଜା କରିବା ଦ୍ୱାରା କଣ କଣ ଲାଭ ଏବଂ କ୍ଷେତି ହୋଇ ଥାଏ । ସେହି ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ । ଏହା ପୂର୍ବ ରୁ ଆପଣ ମାନେ ଥରେ ଶିବ ଲିଙ୍ଗ କୁ କେମିତି ଭଆବେ ପୂଜା ଅର୍ଚ୍ଚନା କରା ଯାଏ । ସେହି ବିଷୟ ରେ ଜାଣନ୍ତୁ ।siba

ଏମିତି କରନ୍ତୁ ଭଗବାନ ଙ୍କ ପୂଜା ।
ଏମିତି ରେ ଏହି ଦିନ ରେ କେତେ ଲୋକ ମାନେ ମନ୍ଦିର ଜାଇ ମନ୍ଦିର ରେ ପାଣି ଢାଳନ୍ତି ତ । କେତେ ଲୋକ ମାନେ ଘରେ ଥିବା ଲିଙ୍ଗ ରେ ପାଣି ଢାଳନ୍ତି । ତେବେ ଆମେ ମାନେ ମନ୍ଦିର ଯିବା କଥା ମନା କରୁ ନାହାଁନ୍ତି । କିନ୍ତୁ । ଆପଣ ମାନେ ସବୁ ବେଳେ ମନେ ରଖନ୍ତୁ । କି । ଘରେ ବି ଗୋଟିଏ ଲେଖାଏଁ ଶିବ ଲିଙ୍ଗ ରହିବା ବହୁତ ପରିମାଣ ରେ ଉଚିତ୍ ।
ଡେଲି କରନ୍ତୁ ପୂଜା ।
ସେମିତି ବେଳେ କେବଳ ଏହି ମାସ ନୁହେଁ । ବରଂ ପ୍ରତ୍ୟେକ ଦିନ ଯଦି ଆପଣ ମାନେ ଘରେ ରହି ଥିବା ଶିବ ଲିଙ୍ଗ କୁ ପୂଜା କରନ୍ତି । ନିଶ୍ଚିତ ଭାବେ ଆପଣ ମାନଙ୍କ ମନସ୍କାମନା ପୂରଣ କରିବେ ।Shiva

ଶିବ ଲିଙ୍ଗ ହୋଇ ଥାଏ ଖଣ୍ଡିତ ।
ସେମିତି ରେ ଯଦି ଆପଣ ମାନଙ୍କ ଘରେ ରହି ଥିବା ଶିବ ଲିଙ୍ଗ ଭାଙ୍ଗି ଜାଇ ଥିଲେ । ତାହାକୁ ଖଣ୍ଡିତ ଲିଙ୍ଗ ବୋଲି କୁହାଯାଏ । ସେମିତି ବେଳେ ଯଦି ଆପଣ ମାନେ ଶ୍ରାବଣ ମାସ ରେ ଏହି ଖଣ୍ଡିଆ ଲିଙ୍ଗ କୁ ପୂଜା ଅର୍ଚ୍ଚନା କରନ୍ତି । ତେବେ ଆପଣ ମାନଙ୍କ ପାଇଁ ବହୁତ ଶୁଭ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *