ଅଧି୍କ ଧନ ପ୍ରାପ୍ତି ପାଇଁ ଶ୍ରାବଣ ର ମାସ ରେ କରନ୍ତୁ ଏମିତି କାର୍ଯ୍ୟ , ଘରଠୁ ଦୂର ହୋଇ ଯିବ ଦାରିଦ୍ରତା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରି କି ଆପଣ ମାନେ ଜାଣି ଛନ୍ତି । ଭଗବାନ ଶିବ ଙ୍କ ଭକ୍ତ ଙ୍କୁ ଏହି ଶ୍ରାବଣ ମାସ ର ବହୁତ ପରିମାଣ ରେ ଅପେକ୍ଷା ରହି ଥାଏ । ତେବେ ସେମିତି ବେଳେ ସେମାନେ ଏହି ମାସ ରେ ଶିବ ଙ୍କ ବହୁତ ଗୁଡ଼ିଓ ସେବା କରିବାର ପାଇଁ ପାଇ ଥାନ୍ତି । ଏହି ମାସ ରେ ବହୁତ ଲୋକ ମାନେ କାଉଁରୀ ଭାର ନେବା ସହିତ ସେମାନେ ନିଶା ର ସେବନ କରି ଥାନ୍ତି । ତଥା ଏହି ଥିରେ ଗୋଟିଏ ପଞ୍ଚୁକ ମଧ୍ୟ ଆସି ଥାଏ । ଜାହାକୁ ଲୋକ ମାନେ ପାଳନ କରି ଥାନ୍ତି । ଏବଂ ସେମାନେ ନିଜର ମନସ୍କାମନା ପୂରଣ କରିବା ପାଇଁ ଚେଷ୍ଟା କରି ଥାନ୍ତି । ତେବେ ସେମିତି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି । ଯଦି ଆପଣ ମାନେ ନିଜ ପାଇଁ ବା ନିଜ ଘର ପାଇଁ ଅଧିକ ଧନ ଉପାର୍ଜନ କରିବା ପାଇଁ ଚାହୁଁ ଥାନ୍ତି । ତେବେ ନିଶ୍ଚିତ ଭାବେ ଏହି ଦିନ ରେ ଆପଣ ମାନେ ଏହି ଉପାୟ ମାନଙ୍କୁ ମାନନ୍ତୁ । ତେବେ ଦେଖିବେ ନିଶ୍ଚିତ ଭାବେ ଆପଣ ମାନଙ୍କ ସମୟ ଭଲ ରେ ଯିବ । ଏବଂ ଆପଣ ମାନେ ଯେଉଁ ଠାରେ ବି ହାତ ଲଗେଇବେ ସେଠାରେ ସୁନା ଫଳିବ । ତେବେ ଆସନ୍ତୁ ଆମେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।Shiva

ହିନ୍ଦୁ ଧର୍ମ ହିସାବ ରେ ଏଙି ଶ୍ରାବଣ ମାସ ରେ ଶିବ ଭଗବାନ ବହୁତ ପ୍ରଶନ୍ନ ହୋଇ ଥାନ୍ତି । ଯଦି ଆପଣ ମାନଙ୍କ ଭାଗ୍ୟ ବହୁତ କୋମଜୋର ରହିଛି । ତେବେ ଆପଣାନ୍ତୁ ଏହି ଉପାୟ ।
1. ଶିବ ଲିଙ୍ଗ ରେ ବେଲପତ୍ର ,ଫୁଲ ଏବଂ ଜଳ ବା କ୍ଷୀର ଚଢାନ୍ତୁ ।
2. ଓଁ ନମଃ ଶିବାୟ ର ଜପ କରନ୍ତୁ ,
3. ଶିବ ଲିଙ୍ଗ ରେ ଚଢେଇ କରି ରୁଦ୍ରାକ୍ଷ ମାଳା କୁ ପିନ୍ଧନ୍ତୁ ।
ଯଦି ଆପଣ ମାନେ ବର୍ତମାନ ସମୟ ରେ କର ରେ ବୁଡି କରି ରହିଛନ୍ତି । ତେବେ ଆପଣାନ୍ତୁ ଏହି ଉପାୟ ।
ପ୍ରତ୍ୟେକ ଦିନ ସକାଳେ ମନ୍ଦିର ଜାଆନ୍ତୁ ।
ଶିବ ଲିଙ୍ଗ ରେ ଜଳ ଏବଂ ସେହଦ ଚଢାନ୍ତୁ ।
ଓଁ ନମଃ ମୁକ୍ତେସ୍ୱରାୟ ନମଁ ର ଜପ କରନ୍ତୁ ।

Shiva

ତେବେ ଦେଖିବେ ଆପଣ ମାନଙ୍କ ପାଖରେ ବହୁତ ଗୁଡ଼ିଏ ଧନ ହୋଇ ଯିବା ସଂଙ୍ଗେ ସଂଙ୍ଗେ ଆପଣ ମାନେ ନିଶ୍ଚିତ ଭାବେ ବହୁତ ଶିଘ୍ର କର ରୁ ବାହାରି ଯିବେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *