କେବଳ ଗୋଟିଏ ( ପତ୍ର ) – ଅନେକ୍ ଚମତ୍କାର କରିବ ଜଲଦୀ ଦେଖନ୍ତୁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ସମସ୍ତ ଙ୍କ ପାଖରେ କୁଞ୍ଚିତ ତ୍ୱଚା ବହୁତ ବଡ ସମସ୍ୟା ହେବାରେ ଲାଗିଛି । ଖାଦ୍ୟ ପେୟ ର ଅଭାବ ଏବଂ ବ୍ୟସ୍ତ ବହୁଳ ଜିବନ ଜାପନ ଯୋଗୁଁ ହିଁ ଏମିତି ହୋଇ ଥାଏ । ଏମିତି ର ଆଜି ର ଯୁବ ସମାଜ ରେ ବି ଲୋକ ମାନଙ୍କ ମଧ୍ୟ ରେ ଏହି ପରି ସମସ୍ୟା ଦେଖିବା ପାଇଁ ମିଳୁଛି । ସେମିତି ରେ ଆମେ ଆଜି ଆପଣ ମାନଙ୍କ ପାଇଁ ଏମିତି ଘୋରଇ ଉପାୟ ମାନ ନେଇ କରି ଆସିଛୁ ଜାହା ଆପଣ ମାନଙ୍କ ଏହି ସବୁ ସମସ୍ୟା ଠୁ ଆପଣ ମାନଙ୍କୁ ବହୁତ ଭଲ ଭାବେ ଦୂରେଇ ରଖିବ । ତେବେ ଆସନ୍ତୁ ଜାଣି ନେବା । ଆମ ସମସ୍ତ ଙ୍କ ଘରେ ତୁଳସୀ ର ଗଛ ଦେଖିବା ପାଇଁ ମିଳେ । କିଛି ଲୋକ ମାନେ ଧାର୍ମିକ ମାନ୍ୟତା କାରଣ ରୁ ଏହି ତୁଳସୀ କୁ ରଖଇ ଥିବା ବେଳେ କିଛି ଲୋକ ମାନେ ଔଷଧଈୟ ଗୁଣ ପାଇଁ ବ୍ୟବହାର କରନ୍ତି ।Basil tree

ସେମିତି ରେ ଏହି ତୁଳସୀ ର ଗଛ ର ପତ୍ର କୁ ଆମ ତେହେରା ରେ ବ୍ୟବହାର କରିବା ଦ୍ୱାରା ଆମର କଞ୍ଚିତ ସ୍କିନ୍ ଚାଇଡ୍ ହେବା ସହିତ ଆମର ସ୍କିନ୍ କୁଞ୍ଚନ ଗାୟେବ୍ ହୋଇ ଥାଏ । ଜାହା ଦ୍ୱାରା ଆପଣ ମାନେ ଯେତେ ବୟସ୍କ ହୁଅନ୍ତୁ ନା କାହିଁକି ଆପଣ ମାନଙ୍କ ଠାରେ ଏହି ସବୁ ଦେଖିବା ପାଇଁ ମିଳେ ନାହିଁ । ଏହାର ଉପଚାର ହେଲା ଆପଣ ମାନେ ତୁଳସୀ ପତ୍ର କୁ ନିଅନ୍ତୁ ବା ଏହାର ପାୱଡର କୁ ନିଅନ୍ତୁ ଏବଂ ପରେ ପେଷ୍ଟ ବନାନ୍ତୁ । ଏବଂ ଏବେ ଏହାକୁ ଆପଣ ମାନେ ଚେହେରା ରେ ଲଗାନ୍ତୁ ଏବଂ କିଛି ସମୟ ସୁଖିବା ପାଇଁ ଚାଡି ଦିଅନ୍ତୁ । ଏବଂ ପରେ ଏହାକୁ ଥଣ୍ଡା ପାଣି ରେ ଧୋଇ ଦିଅନ୍ତୁ ।Basil tree

ଆପଣ ମାନଙ୍କୁ ଏହି ଉଫାୟ କୁ ସପ୍ତାହ ରେ ଦୁଇ ଥର କରିବା ପାଇଁ ପଡିବ ତେବେ ଆପଣ ମାନେ ଏହି ରଙ୍କେଲ୍ ବା ଚର୍ମ କୁଞ୍ଚନ ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇ ପାରିବେ । ତଳସୀ ର ପତ୍ର କେବଳ ଏହି ପାଇଁ ନୁହେଁ ବରଂ ଆପଣ ମାନଙ୍କର ବ୍ରଣ ସମସ୍ୟା କୁ ବି ବହୁତ ଜଲ୍ଦି ଆପଣ ମାନଙ୍କ ଠାରୁ ଦୂରେଇ ଦେଇ ଥାଏ । ଏହା ପାଇଁ ଆପଣ ମାନଙ୍କୁ ଗୋଲାପ୍ ଜଲ୍ ର ସାହାଯ୍ୟ ରେ ଏହାକୁ ପେଷ୍ଟ ବନେଇବା ପାଇଁ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *