ଆଜି ହିଁ ଘର କୁ ଆଣନ୍ତୁ ମୟୁର ପଙ୍ଖ ଏବଂ ଦୁନିଆଁ ହେବେ ଆପଣଙ୍କ ମୁଠୀ ରେ ।

peacock

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ନିଶ୍ଚିତ ଭାବେ ଆପଣ ମାନେ ମୟୁର ପଙ୍ଖ ର ମହତ୍ୱ ବିଷୟ ରେ ଆପଣ ମାନେ ସୁଣି ଥିବେ । ତେବେ ଏହି ବିଷୟ ରେ ଭଗବାନ ଶିବ ମାତା ପାର୍ବତୀ ଙ୍କୁ କହି ଥିଲେ ପକ୍ଷୀ ଶାସ୍ତ୍ର ରେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିଛନ୍ତି ପ୍ରଚୀନ କାଳ ରେ ଜଣେ ଅସୁର ଥିଲା ସେ ବହୁତ ଶକ୍ତିଶାଳୀ ହୋଇ ଥିଲା । ଗୁରୁଶୁକ୍ରାଚାର୍ଯ୍ୟ ଙ୍କ କାରଣ ରୁ ସେ ଦେବତା ମାନଙ୍କର ଶତୃ ହୋଇ ସାରି ଥିଲା । ସେ ବହୁତ ତପସ୍ୟା କରି ସେ ବ୍ରହ୍ମା ଏବଂ ଶିବଙ୍କୁ ପ୍ରଶନ୍ନ କରି ଥିଲା ତେବେ ସେମିତି ବେଳେ ସେ ବହୁତ ଶକ୍ତିର ଅଧିକାରୀ ହୋଇ ଥିଲା । ସେହି ପରି ବେଳେ ପରି ବେଳେ ସେ ଭଗବାନ ବିଷ୍ଣ ଙ୍କ ଭକ୍ତ ମାନଙ୍କୁ ହଇରାଣ କରିବାରେ ଲାଗି ଥିଲା । ଏପରି ବେଳେ ସବୁ ଦେବତା ଏବଂ ସବୁ ନବଗ୍ରହ ଗୋଟିଏ ମୟୁର ରେ ଲୁଚି ଗଲେ ।peacock

ଏବେ ସେହି ମୟୁର ବହୁତ ଶକ୍ତିଶାଳୀ ହେଲା ଏବଂ ଶଂନ୍ଧ୍ୟା ଅସୁର ର ବଧ କରିଲା । ସେବେ ଠାରୁ ଏହାକୁ ପୂଜନୀୟ ଏବଂ ପବିତ୍ର ମନା ଯାଏ । ବାସ୍ତୁଶାସ୍ତ୍ର ଅନୁସାରେ ଆପଣ ମାନେ ଯଦି ଗୁରୁଗ୍ରହ କୁ ସନ୍ତୁଷ୍ଟ କରିବା ପାଇଁ ଚାହାଁନ୍ତି ତେବେ ସେମିତି ବେଳେ ଆପଣ ମାନେ ଗୁରୁବାର ଦିନ ଗୋଟିଏ ଥାଳୀ ରେ 5 ଟି ଗୁଆ ରଖି ଓଁ ବୃହସ୍ପତିଆୟ ନମଃହ ଜାଗ୍ରେୟ ସ୍ଥାପାୟ ସ୍ୱାହା । ମନ୍ତ୍ର ଜପ କରି ଆପଣ ମାନେ 11 କଦଳୀ ବୃହସ୍ପତି ଙ୍କୁ ଅର୍ପଣ କରିଲେ ଆପଣ ମାନଙ୍କ ଜିବନ ରେ କେବେ ଦୁଖଃ ରହିବ ନାହିଁ ।peacock feathers

ତଥା ବିଭିନ୍ନ ପ୍ରକାର ର ଗ୍ରହ କୁ ଆପଣ ମାନେ ଶାନ୍ତ କରିବା ପାଇଁ ଆପଣ ମାନେ ଏହି ଉପାୟ କୁ ନିଶ୍ଚିତ ଭାବେ ପ୍ରୟୋଗ କରି ପାରିିବେ । ସେମିତି ରେ ଘରର ବେଡ ରୁମ୍ ରେ ପଶ୍ଚିମ ଦିଗ ର କାନ୍ଥ ରେ ପଙ୍ଖା ଏବଂ ମୟୁର ପର ରେ କରିଲେ ଆପଣ ମାନଙ୍କ ପୁଅ ହୋଇ ଥାଏ । ଏବଂ ଆପଣ ମାନଙ୍କ ଘର କୁ ବହୁତ ସୁଖ ଶାନ୍ତି ପ୍ରବେଶ କରିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *