ପନିର୍ ଖାଇବାର ଫାଇଦା ଜାଣି କରି ହୋଇ ଯିବେ ଆପଣ ମାନେ ବି ଆଶ୍ଚର୍ଯ୍ୟ , ଥରେ ନିଶ୍ଚିତ ଭାବେ ଜାଣି ନିଅନ୍ତୁ ।

ପନିର୍ କୁ ସାଧାରଣ ଭାବେ କ୍ଷୀର ରୁ ବନା ଜାଇ ଥାଏ । ଏବଂ ଏହାର ସେବନ ଆଣ ମାନଙ୍କ ପାଇଁ ବହୁତ ପରିମାଣ ରେ ଲାଭ ଦାୟକ ହୋଇ ଥାଏ । ଗୋଟିଏ ପନିର୍ ର ଖଣ୍ଡ ରେ 1.8 ଗ୍ରାମ୍ ପ୍ରୋଟିନ୍ , ଏବଂ 18.3 ଗ୍ରାମ୍ କୋଲଷ୍ଟ ରହି ଥାଏ । ସେହି ପରି ବେଳେ ଏହି ପନିର୍ ରେ ଅ୍ୟ ଖାଦ୍ୟ ଭଳି ବହୁତ ଗୁଡ଼ିଏ ପୋଷକ ତତ୍ୱ ଦେଖିବା ପାଇଁ ମିଳି ଥାଏ । ଏମିତି ରେ ଆମେ ଏଠାରେ ଆଜି ଆପଣ ମାନଙ୍କୁ ଏହି ପନିର୍ ର ଫାଇଦା ବିଷୟ ରେ ହିଁ ସଂମ୍ପର୍ଣ୍ଣ ଭାବେ ସୂଚନା ପ୍ରାପ୍ତି କରେଇବା ପାଇଁ ଆସିଛେ । ଜାହା ଆପଣ ମାନଙ୍କୁ ବହୁତ କମ୍ ପରିମାଣ ରେ ହିଁ ଜଣା ଥିବ । ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।panieri

ମାଂସ ପେଶୀ କୁ ବନାଇ ଥାଏ ମଜବୁତ୍ ।
ବହୁତ ସମୟ ରେ ଦେଖିବା ପାଇଁ ମିଳେ କି ପନିର୍ ର ସେବନ କରିବା ଦ୍ୱାରା ଆଣ ମାନଙ୍କ ମାଂସ ପେଶୀ ବହୁତ ସୁସ୍ଥ ରହି ଥାଏ । ଏବଂ ସେହି ଠାରେ ରହି ଥିବା ବ୍ୟଥା ବି ବହୁତ କମ୍ ହୋଇ ଜାଇ ଥାଏ । ତେବେ ସାଧାରଣ ଭାବେ ଏହି ପନ୍ର୍ ରେ ପ୍ରୋଟିନ୍ ର ମାତ୍ରା ବହୁତ ଅଧିକ ପରିମାଣ ରେ ଦେଖଇବା ପାଇଁ ମିଳେ ଜାହା ର ସେବନ ଦ୍ୱାରା ହିଁ ଆମ ମାନଙ୍କ ମାଂସ ପେଶୀ ରେ ସବୁ କିଛି ରୋଗ ବ୍ୟାଧୀ କୁ ଭଲ କରି ଦେଇ ଥାଏ ।
ହାଡ ଏବଂ ଦାନ୍ତ ରହି ଥାଏ ମଜବୁତ୍ ।
ସେହି ପରି ଭାବେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି । ଯଦି ଆପଣ ମାନେ ସପ୍ତାହ ରେ ଦୁଇ ଥର ବା ଏହା ଠାରୁ ଅଧିକ ପରିମାଣ ରେ ଏହି ପନିର୍ ର ସେବନ କରୁଛନ୍ତି । ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କ ହାଡ ଏବଂ ଦାନ୍ତ ବହୁତ ମଜବୁତ୍ ରହିବ । କାରଣ ଏହି ପନିର୍ ରେ ପ୍ରୋଟିନ୍ ର ମାତ୍ରା ଅଧିକ ତଥା କ୍ୟାଲସିୟମ୍ ର ମାତ୍ରା ମଧ୍ୟ ବହୁତ ଅଧିକ ପରିମାଣ ରେ ପାଇବା ପାଇଁ ମିଳି ଥାଏ । ତେବେ ସେମିତି ବେଳେ ଆପଣ ମାନଙ୍କ ଦାନ୍ତ ରେ କୈଣସି ବି ଅସୁବିଧା ଦେଖା ଦେଇ ନ ଥାଏ ।tothu

ପେଟ ପାଇଁ ବହୁତ ଭଲ ।
ସେହି ପରି ଭାବେ ଗବେସଣା ରୁ ଜଣା ପଡ଼ିଛି । ଏହି ପନିର୍ ସବୁ ସମୟ ରେ ପେଟ ପାଇଁ ବହୁତ ଭଲ ହୋଇ ଥାଏ ।ସେହି ପରି ଭାବେ ଆମେ ଯଦି କହିବା ଏହା ଭିଟାମିନ୍ D ମାତ୍ରା ଅଧିକ ପରିମାଣ ରେ ରହି ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *