କାଉଁରୀ ଯାତ୍ରା କେମିତି ଆରମ୍ଭ ହୋଇ ଥିଲା, କିଏ ନେଇ କରି ଜାଇ ଥିଲା ପ୍ରଥମ କାଉଁରୀ ଭାର ଜାଣନ୍ତୁ ସଂମ୍ପର୍ଣ୍ଣ ତଥ୍ୟ ।

Kauri Journey

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରି କି ଆପଣ ମାନେ ଜାଣି ଥିବେ କି ଏହି ବର୍ଷ ର 17 ଜୁଲାଇ ରୁ ହିଁ ଶ୍ରାବଣ ମାସ ର ଆରମ୍ଭ ହୋଇଛି । ସେମିତି ବେଳେ ଆମେ ମାନେ ଏହି ଶ୍ରାବଣ ମାସ ର ପ୍ରଥମ ସୋମବାର ଦିନ କାଉଁରୀ ଭାର ନେଇ କରି ଆସି ଥାଏ । ଏବଂ ତାହାକୁ ଆମେ ମାନେ ଶିଭ ଭଗବାନ ଙ୍କ ଲିଙ୍ଗ ରେ ଢାଲି ଆମ ମାନଙ୍କ ମନସ୍କାମନା କୁ ପୂର୍ଣ୍ଣ କରିବା ପାଇଁ ଆଶା ମାଗି ଥାନ୍ତି । ସେମିତି ବେଳେ କଣ ଆପଣ ମାନେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ଯେଉଁ ଶ୍ରବାଣ ମାସ ରେ ଆମେ ମାନେ କାଉଁରୀ ଭାର ନେଇ କରି ଆସି ଥାଏ । ଏହା କାହାର ମାନ୍ୟ ଯୋଗୁଁ ଏବଂ କିଏ ସର୍ବ ପ୍ରଥମେ ଏହି କାଉଁରୀ ଭାର ନେଇ କରି ଆସି ଥିଲା ବୋଲି । ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ତଥ୍ୟ ନେବା ।Kauri Journey

କାଉଁରୀ ଯାତ୍ରା ର ଆରମ୍ଭ କେବେ ହେଲା ।
ଏମିତି କୁହା ଜାଇ ଥାଏ କି । ରାବଣ ଶିଭ ଭଗବାନ ଙ୍କ ବହୁତ ବଡ ଭକ୍ତ ରହି ଥିଲା । ତେବେ ସେମିତି ବେଳେ ସେ ହିଁ ସର୍ବ ପ୍ରଥମେ ଶିବ ଙ୍କୁ ପ୍ରଶନ୍ନ କରିବା ପାଇଁ ଏମିତି ଉପାୟ କରି ଥିଲା । ତେବେ ସେମିତି ବେଳେ ଏହି କାଉଁରୀ ଯାତ୍ରା ର ବିଷୟ ରେ ରାମାୟଣ ରେ ସଂମ୍ପର୍ଣ୍ଣ ଭାବେ କୁହା ଜାଇଛି । ତେବେ ସେମିତି ରେ ଶ୍ରୀରାମ ବି ସୁଲତାନ୍ ଗଞ୍ ରୁ ପାଣି ନେଇ ଦେବ ଘର ର ବିଦ୍ୟ ନାଥ ଙ୍କ ଉପରେ ଢାଳି ତାଙ୍କୁ ଶାନ୍ତ କରେଇ ଥିଲେ ।
କାଉଁରୀ ଯାତ୍ରା ରେ ଯୁଡା ନିୟ ।
ସେମିତି ରେ ଏହି ଯାତ୍ରା ରେ ବହୁତ ଗୁଡ଼ିଏ ନିୟମ ପାଳନ କରା ଜାଇ ଥାଏ । ଗ଼ଞେଇ ସେବନ,କରିବା ତଥା ନିଜ ପାଟି ର ଛେପ କୁ ନ ଘିଟିବା । ଯେତେ ବେଳେ ପର୍ଯ୍ୟନ୍ତ ଆପଣ ମାନଙ୍କ ଯାତ୍ରା ପୂରଣ ହୋଇ ନାହିଁ ଆପଣ ମାନେ କାଉଁ ରୀ କୁ ଛାଡି ପାରିବେ ନାହିଁ । ସେମିତି ବେଳେ ଏମିତି ବହୁତ ଗୁଡ଼ିଏ ନିୟମ ମାନ ରହିଛି । ଯେଉଁ ଗୁଡ଼ିକ କୁ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ପୂରଣ କରିବା ପଡେ ।Kauri Journey

ଏହି ଯାତ୍ରା ର ଲାଭ ।
ଏମିତି କୁହା ଜାଇ ଥାଏ । କି ଯଦି ଆପଣ ମାନେ ଶ୍ରାବଣ ମାସ ର ପ୍ରଥମ ସୋମବାର ଦିନ ଏପରି କରନ୍ତି । ତେବେ ଭଗବାନ ଶିବ ଆପଣ ମାନଙ୍କ ଉପରେ ପ୍ରଶନ୍ନ ହୋଇ ଥାନ୍ତି । ସେ ଆପଣ ମାନଙ୍କୁ ମନ ମୁତାବକ ବର ପ୍ରଦାନ ମଧ୍ୟ କରି ଥାନ୍ତି ବୋଲି ଜଣା ଯାଏ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *