ଅମିର ଖାନଙ୍କ ସମ୍ପତ୍ତି କେତେ ଜାଣି ଆଶ୍ଚାର୍ଯ୍ୟ ହେବେ ଜଲଦୀ ଦେକନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ବଲିଉଡ ର ମେଗା ଷ୍ଟାର ଅମିର ଖାନ୍ ଙ୍କ ବିଷୟ ରେ ଚର୍ଚ୍ଚା କରିବା କି ତାଙ୍କର ମୋର୍ଟ଼ ସଂମ୍ପତୀ ଏବଂ ସେ ଗୋଟିଏ ଫିଲ୍ମ କରିବା ପାଇଁ କେତେ ଟଙ୍କା ନିଅନ୍ତି । ଏବଂ ଏମିତି ବହୁତ ଅଜଣା ତଥ୍ୟ ଆପଣ ମାନଙ୍କୁ ଆମେ ଆଜି ଦେବୁ । ଏମିତି ରେ ଅମିର ଖାନ୍ ଦୁଇ ବର୍ଷ ରେ ପାଖା ପାଖି ଗୋଟିଏ ଫିଲ୍ମ କରନ୍ତି ଏମିତି ମଧ୍ୟ ରେ ସେ ଏତେ ଟଙ୍କା ଆୟ କରି ଥାନ୍ତି କି ଅନ୍ୟ ହିରୋ ଙ୍କ 5 ଗୋଟି ଫିଲ୍ମ ବି ଏତେ ଆୟ କରି ପାରେ ନାହିଁ । ତାଙ୍କର ବଲିଉଡ ର ସବୁଠୁ ସୁପର ହିଟ୍ ଫିଲ୍ମ ଦଙ୍ଗଲ 2000 କୋଟି ଟଙ୍କା ଆୟ କରି ଥିଲା । ଏମିତି ରେ ଆପଣ ମାନେ ଜାଣି ଥିବେ ଅମିର ଖାନ୍ ଙ୍କ ଫେନ୍ କେବଳ ଭାରତ ରେ ନୁହେଁ ବରଂ ସାରା ପୃଥିବୀ ରେ ରହିଛନ୍ତି ।

ଆଉ ତାଙ୍କର ସବୁୁଠୁ ଅଧିକ ଫେନ୍ ରହିଛନ୍ତି ଚାଇନା ରେ ଜାହାକି ତାଙ୍କର ଏହି ଦଙ୍୍ଗଲ ଫିଲ୍ମ ଚାଇନା ରେ 600 କୋଟି ଟଙ୍କା ଆୟ କରି ଥିଲା । ଅମିର ଖାନ୍ ଙ୍କ ପ୍ରଥମ ସ୍ତ୍ରୀ ଥିଲେ କିରଣ ଦତ୍ତ୍ତ ଜାହାଙ୍କୁ ସେ ଛାଡ ପତ୍ର ଦେଇ ସେ କିରଣ ରାୟ ଙ୍କ ବାହା ହୋଇ ଥିଲେ । ଏମିତି ରେ ସେ ଗୋଟିଏ ଫିଲ୍ମ ପାଇଁ ସବୁ ବେଳେ 60 ରୁ 80 କୋଟି ନେଇ ଥାନ୍ତି ହେଲେ ଅଧିକ ହିଟ୍ ହେଲେ ସେଥିରେ ସେ ଅଧିକ ପର୍ସେଣ୍ଟେଜ୍ ନେଇ ଥାନ୍ତି । ଏହି ସହିତ ସେ ଗୋଟିଏ ବ୍ରାଣ୍ଡ ପ୍ରୋମସନ ପାଇଁ 20 ରୁ 30 କୋଟି ନେଇ ଥାନ୍ତି । ତା ସହିତ ତାଙ୍କର ବହୁତ ବଡ ଘର ମୁମ୍ବାଇ ରେ ରହିଛି ।

ଏହା ସହିତ ତାଙ୍କର ଗୋଟିଏ ଫିଲ୍ମ ପ୍ରୋଡ୍କସନ ହାଉସ୍ ରହିଛି ଏବଂ କୋଟି କୋଟି ତାଙ୍କର ଗାଡୀ ରହିଛି । ସେମିତି ରେ ଅମିର ଙ୍କ ମୋର୍ଟ ସଂମ୍ପତୀ ସେ ଜାହା କହିଛନ୍ତି । 13 ଶହ କୋଟି ହେଲେ ବହୁତ ଗୁଡିଏ ସର୍ତ ରୁ ଜଣା ପଡ଼ିଛି କି ତାଙ୍କ ସଂମ୍ପତୀ 33 ହଜାର କୋଟି ରୁ ବି ବେଶୀ ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *