ସ୍ୱାମୀ ବିବେକାନନ୍ଦ ଙ୍କ ଗୋଟିଏ ଅମୂଲ୍ୟ ଶିକ୍ଷା କଣ ଏବେ ହିଁ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସ୍ୱାମୀ ବିବେକାନନ୍ଦ ସିଏ ଯିଏ କି ସାରା ଭାରତ ବର୍ଷ ରେ ନିଜର ନାମ କୁ ଲିପି ବୋଧ କରି ଜାଇଛନ୍ତି । ସେ ଅଳ୍ପ ବୟସ ରୁ ହିଁ ଧିରେ ଧିରେ ପ୍ରକ୍ଷ୍ୟାତ ହେଲେ ।ସେହି ସମୟରେ ତାଙ୍କୁ ଆମେରିକା ରୁ ନିମନ୍ତ୍ରଣ ହେଲା ଏବଂ ପରେ ସେ ନିଜର ଗୁରୁ ରାମକୃଷ୍ଣ ପରମହଂସ ଙ୍କ ପାଖକୁ ଜାଇ ଥିଲେ ଯେତେ ବେଳେ ସେ ଗଲେ ତେବେ ସେ ଦେଖିଲେ ଗୁରୁ ମାଆ କିଛି କାମ ରେ ବ୍ୟସ୍ତ ଅଛନ୍ତି । ଏବଂ ସେହି ସମୟ ରେ ହିଁ ତାଙ୍କର ଗୁରୁ ଙ୍କ ମୃତ୍ୟୁ ହୋଇ ସାରି ଥିଲା । ହେଲେ ସ୍ୱାମୀ ବିବେକାନନ୍ଦ ଙ୍କ ମନ ରେ ଥିଲା କି ସେ ଗୁରୁମାଆ ଙ୍କୁ ଆମେରିକା କଥା କହବେ ଏବଂ ଆମେରିକା କୁ ଯାତ୍ରା କରିବେ । ହେଲେ ସେମିତି ରେ ସ୍ୱାମୀ ବିବେକାନନ୍ଦ ସେଠାରେ ଜାଇ ତାଙ୍କୁ ସବୁ କଥା କହି ଥିଲେ ସତ ହେଲେ ତତାଙ୍କୁ ସେହି ଦିନ ଗୁରୁମାଆ କାମ ରେ ବ୍ୟସ୍ତ ଥିବାରୁ ଆଶ୍ରୀବାଦ ମିଳିଲା ନାହିଁ ଗୁରୁମାଆ କହିଲେ କାଲି ଆସ । ତେବେ ସେହି ଦିନ ଗଲା ପରେ ପର ଦିନ ପୁଣି ସ୍ୱାମୀ ବିବେକାନନ୍ଦ ଆସିଲେ ଏବଂ ଦେଖିଲେ ଗୁରୁମାଆ ରୋଷେଇ ଘରେ କୈଣସି କାମ ରେ ବ୍ୟସ୍ତ ଅଟନ୍ତତି ।

ତେବେ ସେହି ସମୟ ରେ ସେ ଜାଇ କହିଲେ କି ଗୁରୁମାଆ ମତେ ଆଶ୍ରୀବାଦ ଦିଅନ୍ତୁ ମୁଁ ଯିିବି । ତେବେ ସେହି ସମୟ ରେ ଗୁରୁମାଆ କହିଲେ କି ଦେବୀ ହେଲେ ମତେ ତଳେ ପଡି ଥିବା ଛୁରୀ ଟି ଉଠେଇ କରି ଦିଅ । ତେବେ ସେମିତି ରେ ସ୍ୱାମୀ ବିବେକାନନ୍ଦ ଛୁରୀ କୁ ଉଠେଇ ଦେଲେ ଏବଂ ଆଶ୍ରୀବାଦ ପାଇଲେ ହେଲେ ସେମିତି ପରେ ସ୍ୱାମୀ ବିବେକାନନ୍ଦ ଙ୍କ ମନ ରେ ପ୍ରଶ୍ନ ଆସିଲା କି ଏଏହି ଛୁରୀ ଉଠେଇବା ସହିତ ଆଶ୍ରୀବାଦ ଦେବାର ସଂମ୍ପର୍କ କଣ ।ତେବେ ସେମିତି ରେ ସେ ସିଧା ସଳଖ ଭାବେ ଗୁରୁମାଆ ଙ୍କୁ ପଚାରି ଥିଲେ ଏବଂ ଏହାର ଉତ୍ତର ସ୍ୱରୁପ ଗୁରୁମାଆ କହିଲେ କି ତମକୁ ମୁଁ ଯୈଗ୍ୟ ପାତ୍ର କି ନାହିଁ ସେହି ବିଷୟ ରେ ଜାଣିବା ପାଇଁ ଚାହୁଁ ଥିଲି । ସେମିତି ରେ ତମେ ଯୈଗ୍ୟ ଏବେ ଯାଅ ଏବଂ ନିଜ ଦେଶ ର ନାମ ସୂର୍ଣ୍ଣ ଅକ୍ଷର ରେ ଲେଖି କରି ଆସ ।

ସେମିତି ରେ ସ୍ୱାମୀ ବିବେକାନନ୍ଦ ପଚାରିଲେ କେମିତି । ତେବେ ସେ କହି ଥିଲେ କି ତୁମେ ଯେତେ ବେଳେ ଗୋଟିଏ ଦିନ ଅପେକ୍ଷା କରିଲ ତେବେ ଜଣା ପଡିଲା କି ତୁମ ମଧ୍ୟରେ ସ୍ଥିରତା ରହିଛି । ଏବଂ ପରେ ମତେ ଯେତେ ବେଲେ ଛୁରୀ ଉଠେଇ ଦେଇ ଥିଲ ତେବେ ସେହି ସମୟ ରେ ତୁମେ ନିଜ ଆଡକୁ ମୁନିଆ ଏବଂ ମୋ ଆଡକୁ ଭଲ ପଟ ଟି ଧରିବା ପାଇଁ ଦେଇ ଥିଲେ ତେବେ ସେହି ଥିରୁ ଜଣା ପଡିଲା କି । ତୁମର ମହାନତା ଏବଂ ସ୍ୱଚ୍ଛ ମନ ଭାବ ଅନ୍ୟ ପ୍ରତି ଥିିବା ପ୍ରେମ ଦେଖିବା ପାଇଁ ମିଳିଛି । ତେବେ ଏବେ ତୁମେ ଆଗକୁ ଯାଏ ଏବଂ ନିଜର ନାମ କୁ ସାକାର କର । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *