ଭଗବାନ ଶିବ ଙ୍କ ମାତା ପିତା କିଏ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଯଦି ଆମେ ଗୋଟିଏ ଶବ୍ଦ ରେ କହିବା ତେବେ ଭଗବାନ ଶିବ ଙ୍କ ଆଦି ଏବଂ ଅନ୍ତ ବି ସେହି ହିଁ ଅଟନ୍ତି । ଏହାର ଅର୍ଥ ହେଲା ଦିନେ ଭଗବାନ ଶିବ ହିଁ ଏହି ସୃଷ୍ଟି ର ଆରମ୍ଭ କରି ଥିଲେ ଏବଂ ତାଙ୍କରି ହାତରେ ଦିନେ ଏହି ସୃଷ୍ଟି ର ବିନାସ ମଧ୍ୟ ହେବ । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ଯଦି ଭଗବାନ ଶିବ ହିଁ ଏହି ସୃଷ୍ଟିର ଜନ୍ମ କର୍ତା ତେବେ କଣ ତାଙ୍କୁ ବି କେହି ଜନ୍ମ ଦେଇଛି । ତେବେ ଏହି ବିଷୟ ରେ ଆମେ ଆପଣ ମାନଙ୍କ ସହିତ କଥା ହେବା । ସେମିତି ରେ ପୈରାଣିକ କଥା ଅନୁସାରେ ଋଷି ମୁନୀ ମାନେ ତାଙ୍କର ମାତା ଏବଂ ପିତା ଙ୍କ ବିଷୟ ରେ ଜାଣିବା ପାଇଁ ସେମାନେ ଥରେ ମହାଦେବ ଙ୍କୁ ଏହି ପ୍ରଶ୍ନ କରି ଥିଲେ ବି ତାଙ୍କୁ କିଏ ଜନ୍ମ ଦେଇଛି ତେବେ ସେମିତି କ୍ଷେତ୍ର ରେ ଋଷି ମାନଙ୍କ ଜିଜ୍ଞ୍ୟାସା କୁ ପୂରଣ କରିବା ପାଇଁ ଭଗବାନ ଶିବ ଏହି ଉତ୍ତର ଦେଇ ଥିଲେ ।

ଏବଂ କହି ଥିଲେ କି ମତେ ଏହି ସୃଷ୍ଚି କୁ ଜନ୍ମ ଦେଇ ଥିବା ବ୍ରହ୍ମା ହିଁ ଜନ୍ମ ଦେଇଛନ୍ତି । ସେମିତି ରେ ଋଷି ମାନଙ୍କ ଜିଜ୍ଞ୍ୟାସା ସେତିକି ରେ ହିଁ ରହିଲା ନାହିଁ ତେବେ ସେମାନେ ଏହା ପରେ ତାଙ୍କୁ ପୁଣି ପଚାରି ଥିଲେ କି ଯଦି ଆପଣ ଙ୍କ ପିତା ବ୍ରହ୍ମା ଅଟନ୍ତି ତେବେ ଆପଣଙ୍କ ଦାଦାବା ତାଙ୍କର ପିତା କିଏ । ତେବେ ସେହି ପରି କ୍ଷେତ୍ର ରେ ଏହି ଜବାବ୍ କୁ ବି ଦେବାକୁ ଜାଇ ସେ କହିଲେ ଏହି ସୃଷ୍ଟି ର ପାଳନ କର୍ତା ବିଷ୍ଣ ହିଁ ଅଟନ୍ତି । ଏମିତି ରେ ଏହି ମାୟା ରେ ଋଷି ମାନେ ପଡି ପୁଣି ଥରେ ପଚାରିଲେ କି ଯଦି ଆପଣ ଙ୍କ ଦାଦା ବିଷ୍ଣ ଅଟନ୍ତି ତେବେ ତାଙ୍କର ପିତା କିଏ । ତେବେ ସେ କହିଲେ ତାଙ୍କର ପିତି ସ୍ୱୟଂ ମୁହଁ ଅଟେ । ଶ୍ରୀମଦ୍ ଗୀତା ରେ ଏହି କଥା କେ ଲେଖା ରହିଛି କି । ଗୋଟିଏ ଥର ନାରଜ ନିଜର ପିଲା ବ୍ରହ୍ମା ଙ୍କୁ ପଚାରିଲେ ।

କି ଏହି ସଂସାର କୁ ସୃଷ୍ଟି କରି ଥିବା ବିଷ୍ଣ ବା ଶିବ ଭଗବାନ ଏବଂ ସ୍ୱୟଂ ଆପଣ ଙ୍କ ଜନ୍ମ କର୍ତା କିଏ । ତେବେ ସେ କହିଥିଲେ କି ପ୍ରକୃତିର ମାତା ହେଉଛନ୍ତୁ ଦୂର୍ଗା । ଏବଂ ବ୍ରହ୍ମା ହେଉଛନ୍ତି ସଦାଶିବ୍ ଙ୍କ ପିତା ଅଟନ୍ତି । ଏମାନେ ବ୍ରହ୍ମ ଯୁଗ ରୁ ଜନ୍ମ ହୋଇଛନ୍ତି । ସେମିତି ରେ ବହୁତ ଗ୍ରନ୍ଥ ଆଦି ରେ ଏହି ବିଷୟ ରେ ଅନେକ କଥା କୁ ଲେଖା ଜାଇଛି ହେଲେ ଭଗବାନ ଙ୍କ କଥା କୁ କେବଳ ସେମାନେ ହିଁ ଜାଣିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *