ଏହି ଜିନିଷ ଗୁଡ଼ିକ କେବେ ବି ନିଜର ସାଙ୍ଗ ବା ବନ୍ଧୁଙ୍କ ଠାରୁ ଉଦ୍ଧାର ନେବା କଥା ନୁହେଁ । ନଚେତ୍ ହେବ ……।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମେ ଆଜି ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି କେବେ ବି ନିଜର ସାଙ୍ଗ ବା ନିଜର ବନ୍ଧୁ ଙ୍କ ପାଖରୁ କେଉଁ ସବୁ ଜିନିଷ କୁ ଉଦ୍ଧାର ନେବା କଥା ନୁହେଁ । ନହେଲେ ଆପଣ ମାନଙ୍କ ର ହିଁ କ୍ଷେତି ହୋଇ ଥାଏ । ତେବେ ଆସନ୍ତୁ ମୋଟେ ବି ବି ଡେରୀ ନ କରି ଏହି ସବୁ ଜିନିଷ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ପ୍ରଥମେ କେବେ ବି ଆପଣ ମାନେ ନିଜର ବନ୍ଧୁ ବା ସାଙ୍ଗ ଙ୍କ ଠାରୁ କ୍ଷୀର କୁ ମାଗି କରି ଆଣନ୍ତୁ ନାହିଁ । ଏପରି କରିବା ଆପଣ ମାନଙ୍କ ଭଲ ଭାଗ୍ୟ କୁ ଦୂର୍ଭାଗ୍ୟ ରେ ପରିଣତ କରେ । ଦ୍ୱୀତୀୟ ରେ ଆପଣ ମାନଙ୍କୁ ମଙ୍ଗଳବାର ଦିନ ଯଦି କେହି ମିଠା ଜାତୀୟ ଜିନିଷ ଜାଚନ୍ତି । ତେବେ କେବେ ବି ଆପଣ ମାନେ ଖାଆନ୍ତୁ ନାହିଁ । ବା ଆପଣ ମାନେ କେବେ ଘର କୁ ଆଣନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣ ମାନଙ୍କ ଉପରେ ଏହାର ଖାରାପ ପ୍ରଭାବ ପଡେ ।

ଯଦି ଖାଇବା ପାଇଁ ପଡେ ତେବେ ଟିକିଏ ବାହାରେ ଦେଇ ଖାଆନ୍ତୁ । ସେହି ପରି ବେଳେ କେବେ ବି ବୁଧବାର ଦିନ ଅନ୍ୟ ଦ୍ୱାରା ଦିଆ ଜାଇ ଥିବା ସବୁଜ ପନିପରିବାର ଏବଂ ଅଣ୍ଡା କୁ ଖାଆନ୍ତୁ ନାହିଁ । ସେହି ପରି କ୍ଷେତ୍ର ରେ ଗୁରୁବାର ଦିନ ଆପଣ ମାନେ କାହା ଦ୍ୱାରା ଦିଆ ଜାଇ ଥିବା ପକଡା ବା ଡ୍ରେସ୍ କୁ ଧାରଣ କରନ୍ତୁ ନାହିଁ । ସେହି ପରି ବେଳେ ଆପଣ ମାନେ କେବେ କାହା ଦ୍ୱାରା ଦିଆ ଜାଇ ଥିବା ରୁମାଲ ବା ପର୍ଫୟୁମ୍ ର ବ୍ୟବହାର କରନ୍ତୁ ନାହିଁ । ଶନିବାର ଦିନ ଆପଣ ମାନେ କେବେ ବି ଲୁହା ର ତିଆରୀ ବା କଳା ରଙ୍ଗର ତିଆରୀ ହୋଇ ଥିବା ଜିନିଷ କୁ ଘରକୁ ଆମନ୍ତୁ ନାହିଁ । ଏବଂ ନିଜର ସାଙ୍ଗ କୁ ବି ମାଗନ୍ତୁ ନାହିଁ ।

ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି କେତେ ବେଳେ ବି କାହା ଦ୍ୱାରା ଦିଆ ଜାଇ ଥିବା ଧଳା ରଙ୍ଗ ର ମିଠା କୁ କେବେ ବି ଖାଆନ୍ତୁ ନାହିଁ । ସେହି ପରି ଭାବେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ଆପଣ ମାନେ କେବେ ବି କୈଣସି ବ୍ୟକ୍ତି ଙ୍କ ଘରେ ଲେମ୍ବୁ ବା ଖଟା ଜିନିଷ ର ବ୍ୟବହାର କରନ୍ତୁ ନାହିଁ । ନଚେତ୍ ଆପଣ ମାନଙ୍କ ସଂମ୍ପର୍କ ଉପରେ ବହୁତ ପରିମାଣ ରେ ପ୍ରଭାବ ପଡି ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *