ଏହି ଗଛ ସାକ୍ଷାତ ଭଗବାନ ଶିବଙ୍କ ରୁପ ଅଟେ ଏହାକୁ ଘରେ ଲଗେଇବା ଦ୍ୱାରା ଆପଣଙ୍କ ବାଳ ବି କିଏ ବଙ୍କା କରିପାରିବ ନାହିଁ…।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆମେ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ଗଛ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଜାହା ସଂମ୍ପର୍ଣ୍ଣ ରୂପେ ମହାଦେବ ଙ୍କ ଅବତାର ବୋଲି ମନା ଯାଏ । ବହୁତ ଲୋକ ମାନେ ଏମିତି ଥାନ୍ତି । ଯେଉଁ ମାନେ ବହୁତ ପରିଶ୍ରମ କରନ୍ତି ହେଲେ କିଛି ବି ସଫତା ପାଆନ୍ତି ନାହିଁ । ସେମାନଙ୍କୁ ରବୁ ସମୟ ରେ ସମସ୍ୟା ର ସାମ୍ନା କରିବା ପାଇଁ ପଡେ । ଏମିତି ବେଳେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ଗଛ ବିଷୟ ରେ କହିବା ପାଇଁ ଚାହିଁବୁ ଜାହାକୁ ଆପଣ ମାନେ ନିଜର ଅଗଣା ରେ ଲଗେଇବେ ତ ଆପଣ ମାନଙ୍କୁ ଏହାର ଏତେ ପରିମାଣ ରେ ଫାଇଦା ମିଳିବ କି ଆପଣ ମାନେ ବିଶ୍ୱସ ବି କରି ପାରିବେ ନାହିଁ ।

ସେମିତି ରେ ଆପଣ ମାନେ ରୁଦ୍ରାକ୍ଷ ବିଷୟ ରେ ସବୁ ସମୟ ରୁ ଜାଣି ଥିବେ କି ଏହା ମହାଦେବ ଙଅକ ଅତି ପ୍ରିୟ ଅଟେ ଏବଂ ଏଗହି ଗଛ ରେ ସେ ସ୍ୱୟଂ ହିଁ ବିରାଜ ମାନ ହୋଇ ଥାନ୍ତି । ଏହି ଗଛ ବହୁତ ଚମତ୍କାରୀ ଗଛ ଅଟେ । ଏହା କୈଣସି ଲୋକ ଙ୍କ ଭାଗ୍ୟ କୁ ସୁଝେ ତେବେ ଏହା ସେହି ବ୍ୟକ୍ତି ଭାଗ୍ୟ କୁ ସଂମ୍ପର୍ଣ୍ଣ ଭାବେ ବଦଳେଇ ଦେଇ ଥାଏ । ଏବଂ ସେମାନଙ୍କ କାର୍ଯ୍ୟ ରେ ବାଧା ହୁଏ ନାହିଁ । ସେମିତି ରେ ଆମେ ଆପଣ ମାନଙ୍କୁ ମଧ୍ୟ କହିବୁ କି ଏହି ଗଛ କୁ ନିଜର ଘରେ ଲଗାନ୍ତୁ ଆପଣ ମାନଙ୍କୁ ବିଶେଷ ଭାବେ ଲାଭ ପ୍ରାପ୍ତି ମିଳିବ । କାରଣ ଏହାକୁ ସଂମ୍ପର୍ଣ୍ଣ ଭାବେ ଭଗବାନ ଶିବ ଙ୍କ ରୂପ ବୋଲି ମନା ଯାଏ ।

ହେଲେ ଆପଣ ମାନଙ୍କୁ କହିବୁ ଆପଣ ମାନଙ୍କ ଘରେ ଦକ୍ଷିଣ ପଟ ରେ ଏହାକୁ ଲଗାନ୍ତୁ ହେଲେ କେବେ ବି ତୁଳସୀ ଗଛ ର ପାଖା ପାଖୀ ଲଗେଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ନଚେତ୍ ଆପଣ ମାନଙ୍କୁ ଫଳ ଓଲଟା ମିଳିବ । ଏହି ଗଛ କୁ ଲଗେଇବା ଦ୍ୱାରା ଆପଣ ମାନଙ୍କ ବ୍ୟପାର ବହୁତ ଭଲ ଚାଲିବ ଏବଂ ଆପଣ ମାନଙ୍କୁ ପ୍ରତ୍ୟେକ କ୍ଷେତ୍ର ରୁ ସଫଳତା ମିଳିବ । ତେବେ ଡେରୀ ନ କରି ଆଜି ହିଁ ଏହାକୁ ନିଜର ଘରେ ଲଗାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *