କ୍ୟାନସର୍ ହେବ ପୁର୍ବରୁ ଆମ ଶରୀର ଦେଇଥାଏ କିଛି ସଂକେତ ଣ ଜାଣିଲେ ମୃତ୍ୟୁ ଶୁନିଶ୍ଚିତ…..।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଶରୀର କ୍ୟନସର ହେବା ପୂର୍ବ ରୁ ହିଁ କିଛି ପରିମାଣ ରେ ସଂଙ୍କେତ ମାନ ଦେଇ ଥାଏ । ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ସଂଙ୍କେତ ବିଷୟ ରେ କହିବା ପାଇଁ ଚାହିଁବୁ ଜାହା ମଧ୍ୟ ରୁ ଆପଣ ମାନଙ୍କୁ ଯଦି କେବେ ଏହି ସଂଙ୍କେତ ଦେଖିବା ପାଇଁ ମିଳେ ତେବେ ଆପଣ ମାନେ ତୁରନ୍ତ ହିଁ ଡକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ । ତେବେ ଆସନ୍ତୁ ଜାଣି ନେବା ଆମ ଶରୀର କ୍ୟନସର୍ ହେବା ପୂର୍ବ ରୁ କଣ କଣ ସଂଙ୍କେତ ଦେଇ ଥାଏ । ପ୍ରଥମେ ରହିଛି । ଅନ୍ତ ରେ ସମସ୍ୟା । କେବେ କେବେ ଆପଣ ମାନଙ୍କୁ ଅନ୍ତ ରେ ସମସ୍ୟା ଦେଖିବା ପାଇଁ ମିଳୁଛି ତେବେ ଏହା ବହୁତ ବଡ କଥା ନୁହେଁ । ହେଲେ ଲଗାତାର୍ ଭାବେ ଆପଣ ମାନଙ୍କୁ ଏହି ସମସ୍ୟା ହେଉ ଥାଏ । ତେବେ ଏହା କ୍ୟନସର୍ ହେବାର ସଂଙ୍କେତ ହୋଇ ପାରେ ।

ଏହି କାରଣ ରୁ ଆପଣ ମାନଙ୍କୁ ପେଟ ପୋଡା ଏବଂ ଡାଇରିଆ ଭଳି ରୋଗ ଦେଖିବା ପାଇଁ ମିଳେ । ଦୁଇ ରେ ରହିଛି । ମଳାଶୟ ଦ୍ୱାରା ରକ୍ତ ବହିବା । ଯଦି ଆପଣ ମାନଙ୍କୁ କ୍ୟନସର୍ ହେବାର ଥିବ ତେବେ ଆପଣ ମାନଙ୍କ ମଳାଶୟ ଦ୍ୱାରା ଲଗାତାର ଭାବେ ରକ୍ତି ପଡିବ । ସେହି ପରି ଭାବେ ମହିଳା ମାନଙ୍କ ମାସିକ ଧର୍ମ ପରେ ବି ଆପଣ ମାନଙ୍କ ବ୍ଲିଡିଂ ବନ୍ଧ ହେଉ ନାହିଁ । ତେବେ ଆପଣ ମାନଙ୍କୁ ଧ୍ୟନ ଦେବା ଉଚିତ୍ । ତିନି ରେ ରହିଛି । ରାତି ରେ ଝାଳ ବାହାରିବା । ଆପଣ ମାନେ ପ୍ରତ୍ୟେକ ଦିନ ରାତି ରେ ଶୋଇବା ସମୟ ରେ ଝାଳ ବାହାରିବାର ଦେଖନ୍ତି ତେବେ ଏହା ମଧ୍ୟ କ୍ୟନସର ବା ଶରୀରରେ କେଉଁ ମେଡିସିନ୍ ର ରିଆକ୍ସନ କାରଣ ରୁ ହିଁ ହେଉଛି । ଯଦି ଏହା ଲଗା ତାର୍ ଭାବେ ହେଉଛି ତେବେ ଏହା ଆପଣ ମାନଙ୍କ ପାଇଁ କ୍ଷେତି କରି ପାରେ ।

ଚାରି ରେ ନିଜର ଶରୀର ରେ ଜରଜ ଏବଂ ଘଣ୍ଠୀ ପେନ୍ ହେବା । ବହୁତ ସମୟରେ ଆମେ ମାନେ ପରିଶ୍ରମ କରିବା କାରଣ ରୁ ଏମିତି ହୋଇ ଥାଏ । ହେଲେ ଯଦି ଆପଣ ମାନେ କିଛି ବି କାମ ନ କରି ଆପଣ ମାନଙ୍କ ଦେହ ହାତ ତଥା ଶରୀର ରେ ସବୁ ଅଙ୍ଗ ବ୍ୟଥା ହେଉଛି ତେବେ ଏହା କ୍ୟନସର ର ଲକ୍ଷଣ ହୋଇ ପାରେ । ସେହି ପରି ଭାବେ ଯଦି ଆପଣ ମାନଙ୍କର ଓଜନ ବହୁତ କମିବାରେ ଲାଗିଛି ତେବେ ସେମିତି କ୍ଷେତ୍ର ରେ ଏହାବି ଆପଣ ମାନଙ୍କ ପାଇଁ ବିପଦ ସଂଙ୍କେତ ହୋଇ ପାରେ ମାନେ କ୍ୟନସର ର କାରଣ ହୋଇ ପାରେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *