କ୍ରିକେଟ ଫେନ୍ ମାନଙ୍କ ପାଇଁ ବହୁତ ବଡ ଖିୁସୀ ଖବର Sri Lanka ରେ ହୋଇ ପାରେ IPL ।

ipl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ କୋରନା ଭାଇରସ ଯୋଗୁଁ ହିଁ IPL ର 13 ତମ ସିଜନ୍ ହେବାର ଆସଂକା ହିଁ ନାହିଁ । ହେଲେ ଏହି IPL ସିଜନ୍ କୁ ନେଇ ବର୍ତମାନ ସମୟ ରେ ବି ସସ୍ପେନ୍ସ ବନି ରହିଛି । ହେଲେ ଏହି ସଂଙ୍କଟ ର ବାଦଲ ମଧ୍ୟ ରେ ଗୋଟିଏ ଖୁସି ବା ଭଲ ଖବର ଆସି ପହଁଚିଛି । ଏହି ଦିନ ରେ ଶ୍ରୀଲଙ୍କା ର ବୋର୍ଡ ନିଜ ଘରରେ IPL କରିବାର ପ୍ରସ୍ତାବ ରଖିଛି । ତ କଣ ଏହି IPL ଶ୍ରୀଲଙ୍କା ରେ ହେବ । କଣ ଭାରତୀୟ ଫେନ୍ ମାନଙ୍କୁ ପୁଣି ଥରେ ମିଳିିବ ଖୁସିର ଖବର ।

ଲକଡାଉନ୍ ପାଇଁ BCCI ଏହି ସିଜନ୍ କୁ ଟଳେଇ ଦେଇ ଥିବା ବେଳେ ଆଗାମୀ ପ୍ରସ୍ତାବ ଯାଏ ଅପେକ୍ଷା କରିବା ପାଇଁ ମତ ଦେଇ ଥିଲେ । ଏମିତି ରେ IPL 13 ରୁ ଏହା ପୂର୍ବ ରୁ ଦୁଇ ଥର ଟଲେଇ ଦିଆ ଜାଇଛି । କେବଳ ଏହି ଯୋଗୁଁ ଏହି ସିଜନ୍ ର ଟଳିବାର ଆଶଂକା ବଢିବାରେ ଲାଗିଛିି । ହେଲେ ଏହି ମଧ୍ୟରେ ବି ଗୋଟିଏ ଖୁସୀ ଖବର ଆସି ପହଁଚିଛି । କାରଣ ଏହି ଦିନ ରେ IPL କୁ କରିବା ପାଇଁ ଶ୍ରୀଲଙ୍କାର କ୍ରିକେଟ ବୋର୍ଡ ଆଶା ଦେଖେଇଛି । ହେଲେ ଏବେ IPL କୁ କରିବା ପାଇଁ ସବୁ ଅଫସନ୍ ଉପରେ ବିଚାର କରୁଛନ୍ତି । ହେଲେ ଏମିତି ମଧ୍ୟ ରେ ଶ୍ରୀଲଙ୍କା ଏମିତି ଗୋଟିଏ ପ୍ରସ୍ତାବ ଦେଇ ଫେନ୍ ମାନଙ୍କ ଆଶା କୁ ଆହୁରୀ ବି ବଢେଇ ଦେଇଛି ।

ଯଦି ଏମିତୁ ହୁଏ ତେବେ ଏହା ତୃତୀୟ ମୈକା ହେବ ଜାହା ଦେଶ ବାହାରେ IPL ହେବ । ଏଠାରେ ଆପଣ ମାନେ ଚମକି ପଡି ଥିବେ କାରଣ ଆପଣ ମାନଙ୍କୁ କେବଳ ସେହି ଦକ୍ଷିଣ ଆଫ୍ରିକା ବାଲା IPL ମନେ ଥିବ । ଯେମିତି କି ଆପଣ ମାନେ ଜାଣି ଥିବେ 2009 ରେ IPL ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ରେ ହୋଇ ଥିଲା । ଏହା ଲୋକସଭା ଚୁନାବ୍ ଯୋଗୁଁ ଏମିତି ହୋଇ ଥିଲା । ସେହି ପରି କ୍ଷେତ୍ର ରେ 2014 ରେ ସାଧାରଣ ନିର୍ବାଚନ ଯୋଗୁଁ କିଛି ମ୍ୟଚ୍ UAE ରେ ଖେଳା ହୋଇ ଥିଲା । ତେବେ ଏବେ ଏହା ପରେ ଯଦି ପୁଣି ଥରେ ହୁଏ । ତେବେ ତୃତୀୟ ଥର ହିଁ ହେବ । ଏବଂ ଏହା ଭାରତ ରୁ ବାହାରେ ହିଁ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *