IPL 2020 ଟଳିବା ପରେ ପୁଣି ଥରେ ଧୋନୀଙ୍କ କେରିଅର ଉପରେ ସନ୍ଧେହ ……।

ms-dhonii

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେଉଁ ପରି ଭାବେ ଆପଣ ମାନେ ଜାଣି ଥିବେ ଏହି ସମୟରେ ବହୁତ ଲୋକ ମାନେ କୋରନାର ଆକ୍ରାନ୍ତ ହୋଇ ଥିବା ବେଳେ ବହୁତ ଲୋକ ମାନଙ୍କର ଜିବନ ବି ଜାଇ ସାରିଛି । ତେବେ ସେମିତି ବେଳେ ଆପଣ ମାନେ ଚିନ୍ତା କରନ୍ତୁ ନାହିଁ ଆମେ ମାନେ ସମସ୍ତେ ମିଶି କରି ଏହି କୋରନା କୁ ହରେଇ ଦେବୁ । ହେଲେ ଏହା ପରେ ଆମେ ଆପଣ ମାନଙ୍କୁ କିଛି ଖେଳ ଖବର ଦେଇ ଦେଉଛୁ । ଜାହାର ଆପଣ ମାନେ ଅପେକ୍ଷା କରିଛନ୍ତି । ଏହି ଦିନରେ ହେବାକୁ ଥିବା IPL 2020 ଟଳିବା ପରେ ସବୁଠୁ ଅଧିକ ଗୁରୁତ୍ୱର ବିଷୟ ରହି ଥିବହା ଖେଳାଳି ଙ୍କ ବିଷୟ ରେ ମାନେ ମହେନ୍ଦ୍ର ସିହଂ ଧୋନୀ ଙ୍କ ବିଷୟ ରେ ।

dhonii

ତେବେ ବର୍ତମାନ ସମୟରେ ଏହି ମହେନ୍ଦ୍ର ସିହଂ ଧୋନୀ ଙ୍କ ବିଷୟ ରେ କିଏ କଣ ଭାବୁଛି । ଏବଂ ମହେନ୍ଦ୍ର ସିହଂ ଧୋନୀ ଆଗକୁ କଣ କରିବେ । ସେମିତିରେ IPL 2020 29 ମାର୍ଚ୍ଚ ରୁ ହିଁ ଆରମ୍ଭ ହୋଇ ସାରି ଥାନ୍ତା । ହେଲେ କୋରନା ଭାଇରସ କୁ ନେଇ ବଢୁ ଥିବା ସଂଙ୍କ୍ରମଣ ଯୋଗୁିଁ ସବୁ କିଛି ବିଗିଡି ଜାଇଛି । ଯଦି IPL 2020 29 ମାର୍ଚ୍ଚ ରୁ ହିଁ ଆରମ୍ଭ ହୁ୍ଅନ୍ତା ତେବେ ଆପଣ ମାନେ ସବୁ ଧୋନୀ ଙ୍କ ପଦର୍ଶନ ଦେଖି ସାରନ୍ତେନୀ । ହେଲେ ବର୍ତମାନ ସମୟ ରେ ସବୁ ବନ୍ଦ କରି ଥିବାରୁ ସମସ୍ତ ଙ୍କ ମନ ରେ ବହୁତ ଗୁଡିଏ ପ୍ରଶ୍ନ ରହିଛି ।

dhonn

ଏହି ମଧ୍ୟ ରେ ଧୋନୀ ଙ୍କ ପୁରୁଣା ସାଥି ଏବଂ ଚେନ୍ନାଇ ର ବୋଲିଂ କୋଚ ଲକ୍ଷ୍ମୀ ପତି ବାଲାଜୀ ନିଜର କଥା କୁ ସାମ୍ନା କୁ ଆଣିଛନ୍ତି । ସେ କହିଛନ୍ତି କୋରନା ଭାଇରସ ପାଇଁ ଚେନ୍ନାଇ ର ଟ୍ରେନିଂ କେମ୍ପ ବନ୍ଦ କରି ଦିଆ ଗଲା ଏବଂ ଧୋନୀ ବି ନିଜ ଘର କୁ ଫେରି ଗଲେ । ହେଲେ ସେମିତି ବେଳେ ସେ ବହୁତ ଗମ୍ଭୀର ଥିଲେ ଏହି IPL 2020 କୁ ନେଇ ଏବଂ ସେ ଯେମିତି ଭାବେ ଆଗରୁ ଅଭ୍ୟାସ କରୁ ଥିଲେ ସେହି ପରି ଭାବେ ଏବେ ବି ଅଭ୍ୟାସ କରୁ ଥିଲେ । ଏବଂ ଏହା ପରେ ଇର୍ଫାନ୍ ପଠାନ୍ ଙ୍କ ର ବି କହିବା କଥା କି ଆଗାମୀ ସମୟ ରେ ବି ଦଳ ରେ ମହେନ୍ଦ୍ର ସିହଂ ଙ୍କ ରହିବା ନିହାତି ଆବଶ୍ୟକ ଅଟେ । ଏବଂ ତାଙ୍କ ବଦଳ ରେ ଯେଉଁ ଖେଳାଳି ମାନେ ବର୍ତମାନ ସମୟ ରେ ଦଳ ରେ ରହିଛନ୍ତି ସେମାନଙ୍କର କଣ ହେବ ସେହି ବିଷୟ ରେ bcci କୁ ଜବାବ୍ କିନ୍ତୁ ଦେବାକୁ ପଡିବ ଯଦି ଧୋନୀ ଙ୍କୁ ଦଳ ରେ ଭର୍ତ୍ତି କରା ଯାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *