ଅଡ଼ୁଆରେ ଚୀନ ସରକାର… ଏବେ ବିଶ୍ବ ମାନଚିତ୍ରରୁ ଲିଭିଜାଇ ପାରେ ଚୀନ

chinaa-liii

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏବେ ଚୀନ୍ ରେ ତେଜୁଛି ଅସନ୍ତୋଷ ଜାହାକି ଏବେ ସେଠାକାର ସରକାର ଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଚୀନ୍ ନିଜେ ରଚି ଥିବା ସଢଜନ୍ତ୍ର ରେ ଏବେ ସେ ନିଜେ ପଢିଛି । କାହିଁକି ନା କୋରନା ର ସୃଷ୍ଟି କର୍ତ୍ତା କୁହା ଜାଉ ଥିବା ଉହାନ ରେ ଏବେ ଲକଡାଉନ୍ ଉଠି ଜାଇଛି । ଆଉ ସେଠାରେ ବର୍ତମାନ ସମୟରେ ଜାତାୟତ ଠାରୁ ଆରମ୍ଭ କରି ଦୋକାନ ବଜାର ପର୍ଯ୍ୟନ୍ତ ସବୁ ସ୍ୱଭାବିକ ହୋଇଛି । ତେବେ ଏହି ଦିନରେ ଉହାନ୍ ରେ ସାଧାରଣ ଲୋକ ମାନଙ୍କ ମଧ୍ୟ ରେ ଅସନ୍ତୋଷ ଦେଖିବା ରେ ମିଳିଛି ।

china-lie

ଏଠାରେ ଥିବା ଗୁଡାଏ ଛୋଟ ଦୋକାନର ମାଲିକ ମାନେ ଗୋଟିଏ ବଡ ସପିଙ୍ଗ ମହଲର ଆଗରେ ଧାରଣା ଦେଇ ଥିଲେ । ଏହି ବିପକ୍ଷ କାରୀ ମାନେ ସେହି ମଲ୍ ରେ ଦୋକାନ ଚଳାଉଛନ୍ତି । କିନ୍ତୁ ଲକଡାଉନ୍ ଯୋଗୁଁ ସେମାନଙ୍କର କିଛି ମାସ ହେବ ରୋଜଗାର ସଂମ୍ପର୍ଣ୍ଣ ଭାବେ ବନ୍ଦ ହୋଇ ସାରିଛି । ଜାହା ଫଳ ରେ ସେମାନେ ଦୋକାନ ଭଡା ଦେବାକୁ ଅକ୍ଷମ ହୋଇ ସାରିଛନ୍ତି । ତେବେ ସେମାନଙ୍କର ଦାବୀ ହେଲା କି ଦୋକାନର ମାଲିକ ବର୍ଷକ ପାଇଁ ଦୋକାନ ଭଡା ଛାଡ କରନ୍ତୁ ବୋଲି ସେମାନଙ୍କ ଦାବୀ ରହିଛି । କେବଳ ସେତିକି ନୁହେଁ ଲକଡାଉନ୍ ସମୟ ରେ ସେମାନଙ୍କ ପାଖରୁ ନିଆ ଜାଇ ଥିବା ଭଡା ଏବଂ ସିକୁରିଟି ବାବଦ କୁ ଟଙ୍କା କୁ ବି ଫେରିବା ପାଇଁ ସେମାନେ ଦାବୀ ରଖିଛନ୍ତି ।

ତେବେ ଏହି ଭଳି ଗୋଟିଏ କାରଣ ପାଇଁ ଚୀନ୍ ରେ ଏବେ ଅସନ୍ତୋଷ ଦେଖିବା ପାଇଁ ମିଳୁଛି । ତେବେ ଏହା ପୂର୍ବ ରୁ ହୁବେଇ ପ୍ରଦେଶ , ଏବଂ ଜିଆନଜିଂ ପ୍ରଦେଶ ନିକଟ ରେ ବି ଏମିତି ପରିମାଣ ରେ ବଡ ଧରଣ ରେ ବିକ୍ଷପ ପଦର୍ଶନ କରି ଥିଲେ ଲୋକ ମାନେ । ସେହି ପରି ବେଳେ ଏହି ଦିନ ରେ ଚୀନ୍ ର ରାଷ୍ଟ୍ର ପତି ସି ଜିଂ ପିଂ କୁ ଗାଦୀ ରୁ ହଟେଇବା ପାଇଁ କିଛି କୋମ୍ୟୁନିଷ୍ଟ ପାର୍ଟି ର ନେତା ମାନେ ପ୍ରୟାସ କରି ଥିଲେ । ସେହି ପରି ବେଳେ କିଛି ଲୋକ ମାନେ ଏମିତି ବି କହିଛନ୍ତି ରାଷ୍ଟ୍ରପତି ଅନ୍ୟ ଦେଶ ସହିତ ସଂମ୍ପର୍କ ଖରାପ୍ କରୁ ଥିବାର ଅଭିୟୋଗ ହୋଇଛି ।

chinaaaaa

ସେହି ପରି ବେଳେ ଏପଟେ ଚୀନ୍ ସରକାର ଙ୍କର ବହୁତ ଗୁଡିଏ ମିଛ ସାମ୍ନା କୁ ଆସୁ ଥିବା ବେଳେ ଏବେ ଖୁଦ୍ ଚୀନ୍ ରେ ସରକାର ବିରୋଧୀ କୁ ରାଷ୍ଟ୍ରପତି ଙ୍କୁ ଅଡୁଆ ରେ ପକେଇଛି ।ସବୁଠୁ ବଡ କଥା ହେଲା ଚୀନ ଲୋକଙ୍କ କଥା ଅନୁସାରେ , ଚୀନରେ 3000 ନୁହଁନ୍ତି ପ୍ରାୟ 2 ଲକ୍ଷରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି , ହେଲେ ସାରା ବିଶ୍ବକୁ ଚୀନ ମିଛ କହୁଥିବାର ଦେଖିବା ପାଇଁ ମିଳିଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *