କରୋନା ମୃତ୍ୟୁକୁ ନେଇ ଧରାପଡିଲା ଚୀନର ମିଛ ! ଦୁନିଆକୁ ଏହି ବଡ ମିଛ କହିଛି ଚୀନ

china-lie

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଚୀନର ତଥ୍ୟ ଅନୁସାରେ କୋରନାରେ ଚୀନରେ କବେଳ 3,339 ଲୋକ ମରିଛନ୍ତି । ହେଲେ କିନ୍ତୁ ଚୀନ୍ ତାଇୱାନ୍ ରୁ ମଗେଇଛି 2 ଲକ୍ଷ ବର୍ଡି ବ୍ୟଗ୍ । ଶବଦାହ ଘର ସାମ୍ନା ରେ ବର୍ତମାନ ସମୟ ରେ ଲମ୍ବା ଲାଇନ୍ ଲାଗିଛି । କେବଳ ଉହାନ୍ ରୁ ପଠାଇ ହୋଇଛି 40 ହଜାର ରୁ ଅଧିକ ଙ୍କ ମୃତ ଦେହ । ଏହି ମହାମାରୀ କୋରନା କବଳରୁ ବାହାରି ପାରୁ ନାହାଁନ୍ତି ଆମେରିକା , ଇଟାଲୀ , ପ୍ରାନ୍ସ, ପ୍ସେନ୍ ପରି ଦେଶ ମାନେ । ଆମେରିକାରେ ସବୁଠାରୁ 20 ହଜାର ରୁ ଅଧିକ ଲୋକ ମାନେ ମୃତ୍ୟୁ ବରଣ କରି ସାରି ଥିବା ବେଳେ ଏବେ ପର୍ଯ୍ୟନ୍ତ ଚୀନ୍ ରେ କେବଳ 3,339 ଲୋକ ମରିଛନ୍ତି । ଏବଂ ଆକ୍ରାନ୍ତ ଙ୍କ ସଂଖ୍ୟା 81 ହଜାର ରହିଛି । କିନ୍ତୁ ଚୀନ୍ ର ଏହି ସରକାରୀ ତଥ୍ୟ ଉପରେ ସୃଷ୍ଟି ହୋଇଛି ବହୁତ ସନ୍ଦେହ ।

chinnn

ଫିୟୁନୁରାଲ ଡିରେକ୍ଟର ଅଫ ତାଇୱାନ୍ ଙ୍କ କହିବା ଅନୁସାରେ ଚୀନ୍ ରୁ ଆସିଛି ପ୍ରାୟ 2 ଲକ୍ଷ ବର୍ଡି ବ୍ୟଗ୍ । ମାନେ ଶବ ରଖିବା ପଲିଥିନ୍ । ସେହି ପରି ବେଳେ ବର୍ତମାନ ସମୟ ରେ ଚୀନ୍ ବାସୀ ବି ଏବେ ନିଜ ମୁହଁ ଖୋଲିବାକୁ ଲାଗିଲେଣୀ କି 3 ହଜର ଲୋକ ନୁହେଁ ବରଂ 42 ହଜାର ରୁ ଅଧିକ ଲୋକ ମାନେ ମରିଛନ୍ତି । ସେହି ପରି ବେଳେ ଉହାନ୍ ର ସିଭିଲ୍ ଆସ୍ୱସେସନ୍ ସୁସାଇଟି ର ତଥ୍ୟ ଅନୁସାରେ କେବଳ ଉହାନ ରେ 2019 ରେ ତତୃର୍ଥ କ୍ୱାଟର ରେ 56 ହଜାର ଲୋକ ଙ୍କ ଶବଦାହ ହୋଇ ଥିବା ଜାହାକି 2018 ର ଚତୁର୍ଥ କ୍ୱାଟର ଠାରୁ 55 ଗୁଣା ଅଧିକ ମାନେ ସେତେ ବେଳେ କେବଳ 1,556 ଲୋକ ଙ୍କ ଶବ ଦାହ ହୋଇ ଥିଲା ।

china-lie

ସେହି ପରି ଭାବେ ହଙ୍ଗକଙ୍ଗ ର ଗୋଟିଏ ସଂସ୍ଥା ର ରିପୋର୍ଟ ଅନୁସାରେ ପ୍ରାୟ 60 ପ୍ରତିଶତ କୋରନା ପଜେଟିଭ୍ ଲୋକ ମାନଙ୍କର ରିପୋର୍ଟ ହିଁ ହୋଇ ନାହିଁ । ବର୍ତମାନ ସମୟ ରେ ଆମେରିକା , ଇଟାଲୀ , ପ୍ରାନ୍ସ, ପ୍ସେନ୍ ପରି ଦେଶ ମାନ ଙ୍କରେ 10 ପ୍ରିତିଶତ ରୁ ଅଧିକ ହୋଇ ଥିବା ବେଳେ ଚୀନ୍ ରେ କେବଳ 4 ପ୍ରତିଶତ ରେ କେମିତି ଶୀମିତ ରହି ପାରିଲା ଏହା ନେଇ ବର୍ତମାନ ସମୟ ରେ ପ୍ରଶ୍ନ ଉଠୁଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *