ଚେହେରା ନ ଲୁଚେଇ , ବିନା ଓଢଣୀ ଟାଣୀ ,ବୁଟେଲ୍ ଚଢୀ ବର ଘରେ ପହଁଚିଲେ ଯୁବତୀ । ଆଉ ତା ପରେ ଯାହା ହେଲା…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ବହୁତ ସମୟ ରେ ଏଣିତି ଦେଖିବା ପାଇଁ ପାଇ ଥାନ୍ତି କି । ବିବାହ ଟିକିଏ ହଟକେ ହୋଉ ଥିବାର । ଏବଂ କିଛି ପରିମାଣ ରେ ପରିବର୍ତନ ଶୀଳ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ ଗୋଟିଏ ବିବାହ ସଂମ୍ପର୍କ ରେ ସୂଚନା ଦେବା ପାଇଁ ଚାହିଁବୁ । ଯେଉଁ ବିବାହ ରେ ଏମିତି ହିଁ କିଛି ହୋଇଛି ।

ସାଧାରଣ ଭାବେ ଆମେ ମାନେ ଜାଣିଛେ କି । କୈଣସି ବିବାହ ରେ ଗୋଟିଏ ଦୁଲହନ୍ ନିଜର ଓଢଣୀ ପକେଇ କରି ସବାରୀ ରେ ବସି ଆସି ଥାଏ ତାର ବର ସହିତ ବିବାହ କରି ପାଇଁ । କିନ୍ତୁ ଏହି ଦିନ ରେ ଏମିତି ଗୋଟିଏ ଘଟଣା ଦେଖିବା ପାଇଁ ମିଳି ଥିଲା ଯେଉଁ ଠାରେ କି । ନିଜେ କନ୍ୟା ହିଁ ବର ଘର କୁ ବିବାହ କରିବା ପାଇଁ ପହଁଚି ଥିଲା । ଏବଂ ସେମିତି ରେ ଏହି ଘଟଣା ଟି ଏତେ ପରିମାଣ ରେ ଆଶ୍ଚର୍ଯ୍ୟ ଲାଗୁଛି କି । ଏଠାରେ ଯୁବତୀ ଜଣଙ୍କ ନିଜେ ବୁଲେଟ୍ ଚଢି କରି ଯୁବକ ଙ୍କ ଘର କୁ ଯିବାର ଦେଖିବା ପାଇଁ ମିଳିଛଇ । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି । ଏହି ଘଟଣା ଟି ଉତ୍ତର ପ୍ରେଦଶ ର ଅଟେ ଏବଂ ଏଠାରେ ମହିଳା କୋମଳ ଦେଶମୁଖ୍ ନାମକ ଯୁବତୀ ଜଣଙ୍କ ଲୋକ ମାନଙ୍କୁ ଗୋଟିଏ ପ୍ରକାରର ମେସେଜ୍ ଦେବା ପାଇଁ ହି ଏପରି ଯିବା ପାଇଁ ପ୍ରସ୍ତୁତ ହୋଇ ଛନ୍ତି ।

ତେବେ ସେମିତି ରେ ଆପଣ ମାନଙ୍କୁ ସୂଚନା ଦେବୁ କି । ବର୍ତମାନ ସମୟ ରେ ଏହି ମହିଳା ଙ୍କ ବୁଲେଟ୍ ଚଢୀ ଯିବା ଫୋଟ ବହୁତ ପରିମାଣ ରେ ଭାଇରଲ ହେଉ ଥିବା ଦେଖଇବା ପାଇଁ ମିଳିଛଇ । ତେବେ ମହିଳା ଙ୍କ କହିବା କଥା କି କେବଳ ପୁରୁଷ ହିଁ ନୁହେଁ । ଯିଏ ଆମ ମାନଙ୍କ ପାଇଁ ଘୋଡା ନେଇ ଆସିବ , ତେବେ ଆମେ ମାନେ ବି କୈଣସି କ୍ଷେତ୍ର ରେ କମ୍ ନୁହଁ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *