ବର୍ତମାନର ତାଜା ଖବର – ବଲିଉଡ୍ ପରିବାର ହରାଇଲେ ଏହି ମହାନ୍ ତାରକାଙ୍କୁ , ବଲିଉଡ୍ ରେ ଖେଳି ଯାଇଛି ଶୋକର ଛାୟା ।

ବଲିଉଡ ରେ ଏହି କିଛି ଦିନ ହେଲା ବହୁତ ଖୁସି ର ମାହଲ ଚାଲି ଥିଲା ଯେପରି କି କୈଣସି କଳାକାର ଙ୍କ ବିବାହ କୁ ନେଇ କିନ୍ତୁ ଏବେ ଏହି ଗୋଟିଏ ମାସ ଭିତରେ ବଲିଉଡ ରେ ଚେହେରା ସଂମ୍ପର୍ଣ୍ଣ ଭାବେ ବଦଳି ସାରିଛି । ଏମିତି ବେଳେ ଏହି ମାସ ରେ ଏମିତି ବହୁତ କଳା କାର ମାନଙ୍କ ର ଦେହାନ୍ତ ର ଖବର ସୁଣିବା ପାଇଁ ମିଳି ଥିବା ଜଣା ପଡ଼ିଛି । ଓ ଏବେ ଯେଉଁ ପରି ଭାବେ ବଲିଉଡ ର ସେଲିବ୍ରେଟି ଙ୍କ ଦେହାନ୍ତ ହେବାରେ ଲାଗିଛି ସେହି ପରିସ୍ଥିତି କୁ ଦେଖି କିଛି ବଡ ବଡ ବଲିଉଡ ର ଅଭିନେତା ମାନେ କହିଛନ୍ତି କି ଏବେ ଆଉ ବଲିଉଡ ପାଇଁ ଖୁସି ର ଦିନ ଫେରିବ ନାହିଁ ।ତଥା ଏହି ସମୟ ରେ ଏମିତି ବହୁତ ବଡ ବଡ କଳା କାର ମାନେ ରୋଗା କ୍ରାନ୍ତ ହୋଇ ଥିବା ଜଣା ପଡ଼ିଛି ତେବେ ଏମିତି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ସେହି ପରି ହିଁ ଜଣେ କଳା କାର ଙ୍କ ଦେହାନ୍ତ ର ଖବର ନେଇ ଆସିଛୁ

ତେବେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ କି ଗତ ରବିବାର ଦିନ କଳ୍ପନା ଲାଜମୀ ଯେ କି ବଲିଉଡ ର ଜଣେ ବହୁତ ବଡ ଅଭିନେତା ଭାବେ ଜଣା ଜାଆନ୍ତି । ତଥା ତାଙ୍କୁ ଏଥି ପାଇଁ ବଲିଉଡ ର ଜଣେ ବହୁତ ବଡ ଅଭିନେତା ଭାବେ କାହିଁକି କୁହାଯାଏ କି ସେ ବଲିଉଡ ରେ ଏମିତି ବହୁତ ଫିଲ୍ମ ଗୁଡିକ ମେକର୍ କରି ଛନ୍ତି ।ତେବେ ସୂଚନା ଯୋଗ୍ୟ ଅନୁସାରେ ରବିବାର ଦିନ ସକାଳେ 4.30 ସମୟ ରେ ମୁମ୍ବାଇ ରେ ଥିବା ତାଙ୍କର ବାସ ଗୃହ ରେ ଦେହାନ୍ତ ହୋଇ ଜାଇ ଥିବା ଜଣା ପଡ଼ିଛି ।

କଳ୍ପନା ପ୍ରସିଦ୍ଧ ଗାୟକ ଓ ନିର୍ଦ୍ଧେଶକ ଭୁପେନ୍ ହଜାରିକା ଙ୍କ 39 ବର୍ଷ ପାର୍ଟନର୍ ରହି ସାରିଛନ୍ତି । ତେବେ କହିବା ପାଇଁ ଚାହିଁବୁ କି ସେ ବିଗତ ଦିନ ରେ ଏହି ପାର୍ଟନର ଙ୍କୁ ବହୁତ ପସନ୍ଧ ବି କରୁ ଥିବା ର ଜଣା ପଡ଼ି ଥିଲା ତେବେ କହିବା ପାଇଁ ଚାହିଁବୁ କି ସେ ଅଭିବାହିତ ଥିବା ବେଳେ ଗାୟକ ଓ ଗୀତିକାର ଭୁପେନ୍ ହଜାରିକାଙ୍କ ସହିତ ବେଶ ଭଲ ସଂମ୍ପର୍କ ଗଢୀ ଉଠି ଥିଲା । ତେବେ ଭୁପେନ୍ ହଜାରିକାଙ୍କ ବର୍ତମାନ ବୟସ 40 ହୋଇ ଥିବା ବେଳେ ସେମ କଳ୍ପନା ଙ୍କ ବୟସ 39 ବର୍ଷ ରହିଛି । କହିବା ପାଇଁ ଚାହିଁବୁ କି କଳ୍ପନା ନିଜ ଫିଲ୍ମ ରୁଦ୍ରାଳୀ ପାଇଁ 1993 ମସିହା ରେ ରାଷ୍ଟ୍ରିୟ ପୁରସ୍କାର ମିଳିଥିଲା ସେତେ ବେଳ ସମୟ ରେ ତାଙ୍କର ଏହି ଫିଲ୍ନ ରେ ଡିମ୍ପଲ କାପଡିଆ ସେର୍ଷ୍ଟ ଅଭିନେତା ଥିଲେ ।

Leave a Reply

Your email address will not be published. Required fields are marked *